ରାଜ୍ୟ ଖବର

ବାବୁଶାନ୍ ଙ୍କୁ ବାନ୍ଧିଲେ ପୋଲିସ ହେଲେ କଣ ପାଇଁ??? ଦେଖନ୍ତୁ ଭିଡ଼ିଓ

ଆପଣ ମାନେ ଚଳଚ୍ଚିତ୍ର ଦେଖିବାକୁ ବହୁତ ପସନ୍ଦ କରୁଥିବେ । କଳାକାର ମାନେ ତାଙ୍କ ଅଭିନୟ କୁ ଏତେ ଜୀବନ୍ତ କରିଥାନ୍ତି ଯେ ମିଛ କାହାଣି କୁ ବି ସମସ୍ତେ ସତ ମଣିଥାନ୍ତି । ତେବେ ଫିଲ୍ମ ର ବହୁତ ପୁରୁଣା କଳାକାର ଙ୍କ ପିଲା ମାନେ ବି ଅଭିନୟ ଜଗତକୁ ପାଦ ଦେଇଛନ୍ତି । ବାବୁସାନ ମହାନ୍ତି ଙ୍କୁ ପୋଲିସ କାହିଁକି ନେଲେ ? କଣ ଅସୁବିଧା ହେଇଛି ? ଆସନ୍ତୁ ଜାଣିବା ସେ ସଂପର୍କୀତ ଖବର ।

ସୁପର ଷ୍ଟାର ଉତ୍ତମ ମହାନ୍ତି ଓ ଅପରାଜିତା ଙ୍କ ସୁପୁତ୍ର ହେଉଛନ୍ତି ବାବୁସାନ ମହାନ୍ତି ଙ୍କୁ ଆପଣ ମାନେ ଜାଣିଥିବେ । ତେବେ ବାବୁସାନ ବହୁତ ଗୁଡ଼ିଏ ଭଲ ଭଲ ଫିଲ୍ମ ରେ ଅଭିନୟ କରିଛନ୍ତି । ସମସ୍ତଙ୍କ ମନରେ ଜାଗା କରିଛନ୍ତି ସେ । ତେବେ ସୋସିଆଲ ମିଡ଼ିଆ ରେ ବାବୁସାନ ଙ୍କୁ ପୋଲିସ ମାନେ ନେଉଥିବାର ଭିଡ଼ିଓ ଭାଇରାଲ ହେଉଛି ।

ତେବେ ସମସ୍ତେ ଏହି ଭିଡ଼ିଓ ଦେଖି ବହୁତ କିଛି ଭାବୁଛନ୍ତି । ତେବେ ଏହି ଭିଡ଼ିଓ ଟି ବାବୁସାନ ଙ୍କ ବାସ୍ତବ ଜୀବନ ର କିଛି ଘଟଣା ନୁହେଁ । ତେବେ ଆଗକୁ ବାବୁସାନ ଙ୍କ ଏକ ନୂଆ ଫିଲ୍ମ ଆସୁଛି । ସେହି ଫିଲ୍ମ ରେ ଏହି ପରି କିଛି ଘଟଣା ଅଛି । ଦର୍ଶକ ମାନେ ଓଲିଉଡ ର ସବୁ ହିରୋ ହିରୋଇନକୁ ପସନ୍ଦ କରିଥାନ୍ତି ।

ବହୁତ ବରିଷ୍ଠ ଅଭିନେତା ଅଭିନେତ୍ରୀ ମାନଙ୍କ ଅଭିନୟ ଏବେ ବି ସମସ୍ତଙ୍କ ମନ ରେ ସ୍ୱତନ୍ତ୍ର ଜାଗା କରିଛି । ତେବେ ତାଙ୍କ ର ଆଗକୁ ଆସୁଥିବା ଚଳଚ୍ଚିତ୍ର ଟି ବହୁତ ହିଟ ହେଉ ଏହାହିଁ ସମସ୍ତଙ୍କ ଆଶା ।

Leave a Reply

Your email address will not be published. Required fields are marked *