ଏମିତି କାହାଣୀ କେବେ ଦେଖି ନଥିିବେ ସତ ଜାଣିଲେ ଆଖିରୁ ଲୁହ ଅସିଯିବ ହାତ ଗୋଡ କଟିଗଲା ତଥାପି ପ୍ରକୃତ ପ୍ରେମର ଉଦାହରଣ ସାଜିଲେ ଭାଇ ହୃଦୟରୁ ଲେଖନ୍ତୁ verry good

ପ୍ରେମିକା ହେଉ କି ପ୍ରେମିକ ସବୁବେଳେ ନିଜ ଭଲ ପାଇବାର ଚେହେରା ଦେଖିଥାନ୍ତି । କିନ୍ତୁ ଖୁବ୍ କମ୍ ଲୋକ ହୋଇଥାନ୍ତି ଯିଏ କି ସର୍ବଦା ହୃଦୟକୁ ଭଲ ପାଇଥାନ୍ତି ଚେହେରାକୁ ନୁହେଁ ।

ବହୁତ୍ ଜାଗାରେ ଆପଣ ମଧ୍ୟ ଦେଖିଥିବେ ଯେଉଁଠାରେ ଚେହେରା ନ ଦେଖି ମଧ୍ୟ ସାରାଜୀବନ ପ୍ରେମ ତିଷ୍ଟି ପାରେ ।

ଆଜିର ଘଟଣାଟି ଆଖି ଝଲସି ଗଲା ଭଳି ଆପଣ ପ୍ରକୃତ ଘଟଣା ଜାଣିଲେ ନିଶ୍ଚିନ୍ତ କାନ୍ଦିବେ । ବାସ୍ତବରେ ପ୍ରେମ କରି ବିବାହ କରିବାକୁ ସ୍ତିର କରିଥିବା ଦୁଇ ପ୍ରେମୀ ଯୁଗଳ ଙ୍କ ବିବାହ ସ୍ତିର୍ ହୋଇଥିଲା ଏବଂ ପରିବାର ର ସହମତି ରେ ବିବାହ ଧାର୍ଯ୍ୟ ମଧ୍ୟ ହୋଇଥିଲା ।

ମାତ୍ର ବିବାହ ତାରିଖ ଧାର୍ଯ୍ୟ ହେବା ଆଗରୁ ଘଟିଗଲା ବଡ ଅଘଟଣ । ଦୁର୍ଘଣାଗ୍ରସ୍ତ ହୋଇ ଝିଅଟିର ଦୁଇଟି ଗୋଡ ସମ୍ପୂର୍ଣ ନଷ୍ଟ ହୋଇଗଲା ସେ ସାରା ଜୀବନ ଖଟରେ ହିଁ ଶୋଇ ଜୀବନ କେବଳ କରିପାରିବ ବୋଲି ସ୍ପଷ୍ଟ କଲେ ଡାକ୍ତର ।

ଯେତେବେଳେ ପୁଅଟି ସବୁ ଜାଣିପାରି ଥିଲା ସେତେବେଳେ ସେ ବହୁତ୍ ଦୁଃଖ ଅନୁଭବ କରିଥିଲା ସତ ହେଲେ ନିଜ ପ୍ରେମିକା ର ହାତ ଛାଡ଼ିବା ପାଇଁ ତିଳେ ହେଲେ ମଧ୍ୟ ଚେଷ୍ଟା କରିନଥିଲା ଏବଂ ସେହିଠାରେ ହିଁ ତାଙ୍କୁ ବିବାହ କରିଥିଲେ ।

ଏହାକୁ ଦେଖି ସଭିଏଁ କହିଥିଲେ ସାବାସ ଆଜି ପ୍ରକୃତ ପ୍ରେମ ବଞ୍ଚିଗଲା ଦେଖନ୍ତୁ ଏହି ଭିଡିଓ

Leave a Comment

Your email address will not be published. Required fields are marked *

Scroll to Top