ପ୍ରେମିକା ହେଉ କି ପ୍ରେମିକ ସବୁବେଳେ ନିଜ ଭଲ ପାଇବାର ଚେହେରା ଦେଖିଥାନ୍ତି । କିନ୍ତୁ ଖୁବ୍ କମ୍ ଲୋକ ହୋଇଥାନ୍ତି ଯିଏ କି ସର୍ବଦା ହୃଦୟକୁ ଭଲ ପାଇଥାନ୍ତି ଚେହେରାକୁ ନୁହେଁ ।
ବହୁତ୍ ଜାଗାରେ ଆପଣ ମଧ୍ୟ ଦେଖିଥିବେ ଯେଉଁଠାରେ ଚେହେରା ନ ଦେଖି ମଧ୍ୟ ସାରାଜୀବନ ପ୍ରେମ ତିଷ୍ଟି ପାରେ ।
ଆଜିର ଘଟଣାଟି ଆଖି ଝଲସି ଗଲା ଭଳି ଆପଣ ପ୍ରକୃତ ଘଟଣା ଜାଣିଲେ ନିଶ୍ଚିନ୍ତ କାନ୍ଦିବେ । ବାସ୍ତବରେ ପ୍ରେମ କରି ବିବାହ କରିବାକୁ ସ୍ତିର କରିଥିବା ଦୁଇ ପ୍ରେମୀ ଯୁଗଳ ଙ୍କ ବିବାହ ସ୍ତିର୍ ହୋଇଥିଲା ଏବଂ ପରିବାର ର ସହମତି ରେ ବିବାହ ଧାର୍ଯ୍ୟ ମଧ୍ୟ ହୋଇଥିଲା ।
ମାତ୍ର ବିବାହ ତାରିଖ ଧାର୍ଯ୍ୟ ହେବା ଆଗରୁ ଘଟିଗଲା ବଡ ଅଘଟଣ । ଦୁର୍ଘଣାଗ୍ରସ୍ତ ହୋଇ ଝିଅଟିର ଦୁଇଟି ଗୋଡ ସମ୍ପୂର୍ଣ ନଷ୍ଟ ହୋଇଗଲା ସେ ସାରା ଜୀବନ ଖଟରେ ହିଁ ଶୋଇ ଜୀବନ କେବଳ କରିପାରିବ ବୋଲି ସ୍ପଷ୍ଟ କଲେ ଡାକ୍ତର ।
ଯେତେବେଳେ ପୁଅଟି ସବୁ ଜାଣିପାରି ଥିଲା ସେତେବେଳେ ସେ ବହୁତ୍ ଦୁଃଖ ଅନୁଭବ କରିଥିଲା ସତ ହେଲେ ନିଜ ପ୍ରେମିକା ର ହାତ ଛାଡ଼ିବା ପାଇଁ ତିଳେ ହେଲେ ମଧ୍ୟ ଚେଷ୍ଟା କରିନଥିଲା ଏବଂ ସେହିଠାରେ ହିଁ ତାଙ୍କୁ ବିବାହ କରିଥିଲେ ।
ଏହାକୁ ଦେଖି ସଭିଏଁ କହିଥିଲେ ସାବାସ ଆଜି ପ୍ରକୃତ ପ୍ରେମ ବଞ୍ଚିଗଲା ଦେଖନ୍ତୁ ଏହି ଭିଡିଓ