ବିବାହ ସମସ୍ତଙ୍କର ସ୍ବପ୍ନ ଥାଏ । ଏହା ସମସ୍ତଙ୍କ ପାଇଁ ସୌଭାଗ୍ୟ ର ବିଷୟ ହୋଇଥାଏ । ଯେତେବେଳେ ଚାହିଁଲେ ବାହାଘର ସେତେବେଳେ ହୋଇଯାଏ ନାହିଁ ଏହାପାଇଁ ସମସ୍ତଙ୍କ ଜୀବନରେ ଏକ ସଠିକ୍ ସମୟ ଆସିଥାଏ ।
ଆଜିର ବିଷୟରେ ଠିକ୍ ସେମିତି ହୋଇଛି । ଆଜିର ଘଟଣା ଟି ଆସିଛି ଉତ୍ତରପ୍ରଦେଶ ଠାରୁ ଯେଉଁଠାରେ ଜଣେ ପୁରୁଷ ଥକାମିର ଶିକାର ହୋଇଛନ୍ତି ।
ବହୁବି ପାଇଁ ଶୁଭ କାର୍ଯ ସ୍ଥିର ହୋଇଥିବା ବେଳେ ବ୍ୟକ୍ତି ଜଣଙ୍କ ଜାଣିପାରିଲେ ଯାହାକୁ ସେ ବିବାହ କରିବାକୁ ଯାଉଛନ୍ତି ସେ ବିବାହ ନୁହେଁ ବରଂ ତାଙ୍କ ବର୍ବାଦି ।
ସାଙ୍ଗ ର ସାହାର୍ଯ୍ୟ କ୍ରମେ ବ୍ୟକ୍ତି ଙ୍କ ବିବାହ ସ୍ଥିର ହୋଇଥିଲା ଯାହା ଦ୍ଵାରା ସେ ବିବାହ ପାଇଁ ରାଜି ହୋଇଥିଲେ । ମାତ୍ର ଝିଅଟି ବାସ୍ତବରେ ଥିଲା ପରମ ଲୁଟେରା ସେ ଆଗରୁ ମଧ୍ୟ ଉତ୍ତର ପ୍ରଦେଶରେ ଅନେକ ଜାଗାରେ ବିବାହ କରିଥିଲା ।
https://youtu.be/z1gKyKviJrM
ବିବାହ ପରେ ଘର ର ସମସ୍ତ ଧନ ସମ୍ପତି ଧରି ଫେରାର ହୋଇଥାଏ । ଏହି ବ୍ୟକ୍ତି ଙ୍କ ସହ ମଧ୍ୟ ଠିକ୍ ସେହିପରି ହେଲା ବିବାହ ଚତୁର୍ଥୀ ରାତିରେ ତାଙ୍କ ଘରେ କଳା କନା ବୁଲାଇ ଫେରାର ହୋଇଛନ୍ତି ସ୍ତ୍ରୀ ।
ଏହି ସମ୍ପର୍କରେ ଆପଣଙ୍କ ମତାମତ କଣ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।