ଆଜି ଏମିତି ଏକ ଭିଡିଓ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ୟ୍ଯ ହୋଇଯିବେ । ବାସ୍ତବରେ ସୋସିଆଲ ମିଡିଆରେ ଏମିତି କିଛି ଭାଇରାଲ ହେବା କିଛି ନୂଆ କଥା ନୁହେଁ ।
ସବୁବେଳେ ସୋସିଆଲ ମିଡିଆରେ କିଛି ନା କିଛି ଭାଇରାଲ୍ ହେବାର ଲାଗିଛି । ସ୍ମାର୍ଟ୍ ଫୋନ୍ ସମସ୍ତେ ଧରିବା ଦିନଠାରୁ ଦିନକୁ ଦିନ ଯୁଗରେ ପରିବର୍ତ୍ତନ ଆସିଯାଉଛି ।
କୌଣସି ଜିନିଷ ଦେଖିଲା ମାତ୍ରେ ପ୍ରଥମେ ଦେଖି ଉପଭୋଗ କରିବା ତ ଦୂରର କଥା ପ୍ରଥମେ ନିଜ ମୋବାଇଲ ରେ ଦୃଶ୍ୟ କଏଦ କରିବାକୁ ପସନ୍ଦ କରିଥାନ୍ତି ।ସେ ଫଟୋ ହେଉ ଅବା ଭିଡିଓ ରେକଡିଂ ।
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରଲ ହେଉଛି ଯେଉଁଥିରେ ପ୍ରେମୀ ଯୁଗଳ ଜଙ୍ଗଲ କୁ ଯାଉଥିବାର ଦେଖା ଯାଇଛି ।
ପ୍ରେମୀ ଯୁଗଳ ଜଙ୍ଗଲ କୁ ଯିବା ଆଗରୁ ଗାଡିରୁ ଓହ୍ଲାଇ ଦୁହେଁ ଯାଇଥିଲେ ହୁଏତ ସ୍ଥାନୀୟ ବାସିନ୍ଦା ତାଙ୍କୁ ଆଗରୁ ଚିହ୍ନି ଥିଲେ ଏବଂ ଭଲ ଭାବେ ଜାଣିଥିଲେ ଯାହା ଫଳରେ ତାଙ୍କ ପଛ ପଛେ ଯାଇଥିଲେ ।
ପ୍ରେମୀ ଯୁଗଳ ପରେ ଜାଣିପାରିଥିଲା ଗାଁ ଲୋକଙ୍କୁ ତାଙ୍କ ଉପରେ ସନ୍ଦେହ ହୋଇସାରିଛି ଏବଂ ସେ କଳେ ବଳେ ସେଠାରୁ ବଞ୍ଚିଯିବା ପାଇଁ ଚେଷ୍ଟା ଜାରି ରଖିଥିଲେ । ମାତ୍ର ଗାଁ ଲୋକେ ତାଙ୍କୁ ଘେରି ଦେଇଥିଲେ ଏବଂ ବହୁତ୍ ଅନୁରୋଧ କରିବାରୁ ତାଙ୍କୁ ଛାଡି ଦେଇଥିଲେ ।
https://youtu.be/uLjSZUr5ly4
ଏହି ଭିଡିଓ କୁ ଆପଣ ଦେଖନ୍ତୁ ଏବଂ କମେଣ୍ଟ ମାଧ୍ୟମରେ ଆମକୁ ଜଣାନ୍ତୁ ବିବାହିତ ପୁରୁଷ ଏବଂ ମହିଳା ଏମିତି କରିବା କେତେଦୂର ଠିକ୍ ।