ରାଜ୍ୟ ଖବରଭାଇରାଲ ଭିଡିଓ

Viral Video: ସାବଧାନ, ବର୍ଷାରେ ଆପଣଙ୍କ ସହିତ ମଧ୍ୟ ହୋଇପାରେ ଏପରି ଦୁ-ର୍ଘ-ଟ-ଣା

ସୋସିଆଲ ମିଡିଆରେ ବର୍ତ୍ତମାନ ଗୋଟିଏ ଭିଡିଓ ଭାଇରଲ ହେଉଛି, ଯେଉଁଥିରେ ବର୍ଷାରେ ଜଣେ ବ୍ୟକ୍ତି ଚେମ୍ବରରେ ବୁଡ଼ିଯାଇ ଗାଏବ ହୋଇଯାଉଛି | ତେବେ ଦେଖିବାପରେ ଜଣାପଡୁଛି ଯେ ଭିଡିଓରେ ଟେକନିକର ବ୍ୟବହାର କରାଯାଇଛି, କାରଣ ଏହି ଭିଡିଓ ମୋବାଇଲରେ ତିଆରି କରାଯାଇଛି | ଏପରି ଲାଗୁଛି ଯେ ସନ୍ଦେଶ ଦେବା ଉଦ୍ଦେଶ୍ୟରେ ଏହାକୁ ତିଆରି କରାଯାଇଛି | ଯାହାକୁ ଲୋକମାନେ ସେୟାର କରି ବହୁତ ଭାଇରଲ କରୁଛନ୍ତି |

Forwarded Many Times ଲେଖି ଭାଇରଲ ହେଉଥିବା ଏକ ଭିଡିଓକୁ ବର୍ତ୍ତମାନ ଲୋକମାନେ ସୋସିଆଲ ମିଡିଆରେ ଖୁବ ଫରୱାର୍ଡ଼ କରୁଛନ୍ତି | ଭିଡ଼ିଓଟି କେଉଁ ସ୍ଥାନର ଅଟେ, କିଏ ସୁଟ କରିଛି ଜଣାପଡିନାହିଁ | କିନ୍ତୁ ଭିଡିଓ ଦେଖି ଲାଗୁଛି ଯେ ଏକ ସନ୍ଦେଶ ଦେବା ଉଦ୍ଦେଶ୍ୟରେ ଏହାକୁ ତିଆରି କରାଯାଇଛି |

ଭିଡିଓରେ ବର୍ଷ ମଧ୍ୟରେ ଛତା ଧରି ଜଣେ ଯୁବକ ଆସୁଛନ୍ତି ଏବଂ ଅଚାନକ ଏକ ଖୋଲା ଚେମ୍ବରରେ ପଡିଯାଇ ଗାଏବ ହୋଇଯାଉଛନ୍ତି , ଅର୍ଥାତ ବୁଡି ଯାଉଛନ୍ତି | କିନ୍ତୁ ଯେପରି ସେ ଗାଏବ ହୋଇଗଲେ ଏବଂ ତାର ଛତା ଆରାମରେ ରାସ୍ତା ଉପରେ ପଡିଛି ଏବଂ ତାପରେ ଭିଡିଓ ତିଆରି କରୁଥିବା ବ୍ୟକ୍ତି ମଧ୍ୟ ପାଟି କରୁନାହାନ୍ତି, ଏଥିରୁ ଲାଗୁଛି ଯେ ଏହା ସନ୍ଦେଶ ଦେବାପାଇଁ ତିଆରି କରାଯାଇଛି ଏବଂ ଏଥିରେ ଟେକନିକକୁ ମଧ୍ୟ ବ୍ୟବହାର କରାଯାଇଛି |

କଥାଟି ମଧ୍ୟ ଠିକ ଅଛି, ବର୍ଷ ଦିନରେ ପ୍ରାୟତଃ ଏହିପରି ଦୁ-ର୍ଘ-ଟ-ଣା ହୋଇଥାଏ | ପ୍ରଶାସନର ଅବହେଳା କାରଣରୁ ଡ୍ରେନ, ଚେମ୍ବର, ଛୋଟ ନାଳ ଆଦି ଖୋଲା ରହିଯାଏ ଏବଂ ଯେତେବେଳେ ଅଧିକ ବର୍ଷା ହୁଏ, ସେତେବେଳେ ଜଣା ପଡେନାହିଁ ଯେ ରାସ୍ତା କି ଖୋଲା ଚେମ୍ବର ଏବଂ ଆମକୁ ବଡ଼ କ୍ଷତି ପହଞ୍ଚାଇ ଥାଏ | ଏଥିପାଇଁ ସାବଧାନ ରୁହନ୍ତୁ | ଆପଣ ମଧ୍ୟ ଭିଡିଓ ଦେଖନ୍ତୁ | ଆପଣ ବର୍ଷାଦିନରେ ନିଜ ପାଦକୁ ରାସ୍ତାରେ ବହୁତ ଧ୍ୟାନର ସହିତ ରଖିବା ଉଚିତ, ଯାହାଦ୍ୱାରା ଅସୁବିଧା ନ ହୁଏ |

Leave a Reply

Your email address will not be published. Required fields are marked *