ରାଜ୍ୟ ଖବରଭାଇରାଲ ଭିଡିଓ

ଦେଖନ୍ତୁ ଭିଡିଓ : ସେ ମୋତେ ଧୋକା ଦେଲେ ବି ମୋ ସ୍ୱାମୀ ମୋର ଦରକାର

ଆପଣ ମାନେ ବହୁତ ଜଣ ଭଲ ପାଇଥିବା ଲୋକ ଙ୍କୁ ଦେଖୁଥିବେ । ଯଦି ଜଣେ ଅନ୍ୟ ଜଣଙ୍କୁ ଅନ୍ଧ ଭଳି ଭଲ ପାଉ ଥାଏ ତେବେ ସେହି ଲୋକ ପାଇଁ ତା ପ୍ରେମ ହିଁ ସବୁ କିଛି ହୋଇଥାଏ । ଆଜି କା ସମୟରେ ଟାଟୁ କରିବା ସାଧାରଣ କଥା ହେଇଗଲାଣି । ତେବେ ଆସନ୍ତୁ ଆଜି ସେହି ସମ୍ପର୍କିତ ଜଣେ ବ୍ୟକ୍ତି ଙ୍କ ମୁଖ୍ୟମନ୍ତ୍ରୀ ଙ୍କ ପାଇଁ ଥିବା ଭଲ ପାଇବା ଖବର ଜାଣିବା ।

ଆଜି ର ଆଧୁନିକ ଯୁଗରେ ସମସ୍ତେ ଟାଟୁ କରିବାକୁ ବହୁତ ଭଲ ପାଉଛନ୍ତି । ବିଶେଷ କରି ଯୁବପିଢି ମାନେ ବେଶି ପସନ୍ଦ କରୁଛନ୍ତି । ଓ ଯେତେ କଷ୍ଟ ହଉ ପଛେ ନିଜ ଶରୀର ରେ ଟାଟୁ କରୁଛନ୍ତି । କିଏ ନିଜ ନାମ ଲେଖୁଛି ତ ,କିଏ ବାପା ମା ଓ ନିଜ ଜୀବନସାଥୀ ଙ୍କ ନାମ କିମ୍ଵା ଚେହେରା ର ଟାଟୁ କରୁଛନ୍ତି । ଜଣେ ଜଣେ ପୁରା ଦେହ ସାରା ମଧ୍ୟ ବିଭିନ୍ନ ପ୍ରକାର ଟାଟୁ କରନ୍ତି ।

ତେବେ ଆପଣ ମାନେ ଦେଖିଥିବେ ବହୁତ ଜଣ ନିଜ ପସନ୍ଦର ହିରୋ ହିରୋଇନ ଙ୍କ ଏବଂ କ୍ରିକେଟର ଙ୍କ ମଧ୍ୟ ଟାଟୁ କରିଥାନ୍ତି । ଆପଣ କେବେ ଦେଖିଛନ୍ତି କି ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପାଇଁ ଜଣେ ନିଜ ଦେହ ରେ ଟାଟୁ କରିଥିବାର । ଆଜ୍ଞା ହଁ ଜଣେ ନବୀନ ପଟ୍ଟନାୟକ ଙ୍କୁ ବହୁତ ଭଲ ପାଉଥିବା ବ୍ୟକ୍ତି ତାଙ୍କ ଶରୀର ର ୩ ଟି ଜାଗାରେ ନବୀନ ପଟ୍ଟନାୟକ ଙ୍କ ଟାଟୁ କରିଛନ୍ତି । ଆଗକୁ ଆହୁରି ଟାଟୁ କରିବେ ବୋଲି ସେ କହିଛନ୍ତି ।

ସେହି ବ୍ୟକ୍ତି ନିଜର ପ୍ରଥମ ପ୍ରେମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୋଲି କହିଛନ୍ତି । ସେ ତାଙ୍କୁ ବହୁତ ଭଲ ପାଆନ୍ତି କହିଛନ୍ତି । ଟାଟୁ କରିବାକୁ ଯଥେଷ୍ଟ ପଇସା ଲାଗୁଥିଲେ ମଧ୍ୟ ସେସବୁ କୁ ଖାତିର କରନ୍ତି ନାହିଁ ବୋଲି କହୁଛନ୍ତି । ସବୁବେଳେ ନବୀନ ପଟ୍ଟନାୟକ ଙ୍କ ପାଇଁ ଭଲ ପ୍ରଚାର କରିଥାନ୍ତି ସେ । କେବଳ ମୁଖ୍ୟମନ୍ତ୍ରୀ ଙ୍କ ଟାଟୁ ନୁହେଁ ସେ ମୁଖ୍ୟମନ୍ତ୍ରୀ ଙ୍କ ଟାଟୁ ସହ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ଟାଟୁ ମଧ୍ୟ କରିଥିଲେ । ସତରେ ଏମିତି ଭଲ ପାଉଥିବା ବ୍ୟକ୍ତି ପାଇଁ ଟାଟୁ ର କଷ୍ଟ କିଛି ନୁହେଁ ।

Leave a Reply

Your email address will not be published. Required fields are marked *