ରାଜ୍ୟ ଖବରଭାଇରାଲ ଭିଡିଓ

ଦେଖନ୍ତୁ ଭିଡିଓ : ନେଉଳ ଏବଂ ସାପ ମଧ୍ୟରେ ହେଲା ରାସ୍ତା ମଝିରେ ଲ-ଢେ-ଇ, ଭିଡିଓରେ ଦେଖନ୍ତୁ କିଏ ହାରିଲା ଏବଂ କିଏ ଜିତିଲା

ନେଉଳ ଏବଂ ସାପର ଶ-ତ୍ରୁ-ତା ବିଷୟରେ ତ ଆପଣ ନିଶ୍ଚୟ ଶୁଣିଥିବେ | ନେଉଳକୁ ସାପ ଯେଉଁଠି ବି ଦେଖାଯାଏ ସେ ତୁରନ୍ତ ତାକୁ ମାରିବାକୁ ଗୋଡାଇଥାଏ | ସେହିପରି ଅନ୍ୟପକ୍ଷେ ହୁଏତ ସମସ୍ତେ ସାପକୁ ଡରିଥାନ୍ତି, କିନ୍ତୁ ସାପକୁ ନେଉଳର ଛାଇ ଦେଖାଗଲେ ମଧ୍ୟ ସେ ନିଜ ଜୀବନ ବଞ୍ଚାଇବା ପାଇଁ ଏପଟ ସେପଟ ହୋଇ ପଳାଇବାକୁ ଲାଗେ | ଯଦି ଆପଣମାନେ କେବେହେଲେ ନେଉଳ ଏବଂ ସାପର ଲ-ଢେ-ଇ ଦେଖିନାହାନ୍ତି, ତେବେ କିଛି କଥା ନାହିଁ | କାରଣ ସୋସିଆଲ ମିଡିଆରେ ଆମକୁ ଆଜି ଏପରି ଏକ ଭିଡିଓ ମିଳିଛି | ଯେଉଁଥିରେ ଗୋଟିଏ ନେଉଳ ଏବଂ ସାପ ମଧ୍ୟରେ ଜବରଦସ୍ତ ଲ-ଢେ-ଇ ଚାଲିଛି | ନେଉଳ ସାପ ଉପରେ ସେହି ସମୟରେ ଆ-କ୍ର-ମ-ଣ କରିଦେଲା, ଯେତେବେଳେ ସେ ରାସ୍ତା ପାର ହୋଇ ଅନ୍ୟପଟକୁ ଯାଉଥିଲା |

ଦୁହିଁଙ୍କ ମଧ୍ୟରେ ରାସ୍ତା ମଝିରେ ଜବରଦସ୍ତ ଲଢେଇ ହେଲା | ଏହା ଦେଖି ଅନେକ ଗାଡି ରାସ୍ତାରେ ଅଟକିଗଲେ | ଏହି ଭିଡିଓକୁ ଭାରତୀୟ ବନସେବାର ଅଧିକାରୀ ସୁଶାନ୍ତ ନନ୍ଦା ନିଜର ଟ୍ୱିଟର ପେଜରେ ସେୟାର କରିଛନ୍ତି | ସେ ଏହି ଭିଡିଓକୁ ଗତ ବର୍ଷ ମାର୍ଚ୍ଚ ମାସରେ ସେୟାର କରିଥିଲେ | ଯାହା ସେ ସମୟରେ ଖୁବ ଭାଇରଲ ହୋଇଥିଲା | ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୨୭ ହଜାରରୁ ଅଧିକ ଭ୍ୟୁ ମିଳିଛି | ଏହାସହିତ ୧୧୦୦ ରୁ ଅଧିକ ଲାଇକ ମଧ୍ୟ ମିଳିଛି | ଏହାବ୍ୟତୀତ ଚାରିଶହରୁ ଅଧିକ ଥର ଏହି ଭିଡିଓକୁ ରିଟ୍ୱିଟ ମଧ୍ୟ କରାଯାଇଛି |

ଏହି ଭିଡିଓରେ ଦେଖାଯାଇପାରେ ଯେ ଗୋଟିଏ କୋବ୍ରା ସାପ ରାସ୍ତା ପାର ହେଉଛି | ଏହି ସମୟରେ ଗୋଟିଏ ନେଉଳର ନଜର କୋବ୍ରା ଉପରେ ପଡ଼ିଯାଏ ଏବଂ ସେ କୋବ୍ରା ଉପରେ ଆ-କ୍ର-ମ-ଣ କରିଦିଏ | ନେଉଳକୁ ଦେଖି କୋବ୍ରା ନିଜର ଫଣା ଉଠାଇ ଠିଆ ହୋଇଯାଏ | ଏହାପରେ ନେଉଳ ସାପ ଚାରିପଟେ ବୁଲିବାକୁ ଲାଗେ | ଏହାସହିତ କୋବ୍ରା ମଧ୍ୟ ନିଜର ଜୀବନ ବଞ୍ଚାଇବାକୁ ଚେଷ୍ଟା କରେ | ନେଉଳ କୋବ୍ରା ଉପରେ ଆ-କ୍ର-ମ-ଣ କରିବାମାତ୍ରେ ସାପ ମଧ୍ୟ ନିଜ ଫଣାରେ ନେଉଳକୁ ଆ-କ୍ର-ମ-ଣ କରିଦିଏ | କୋବ୍ରା ନିଜର ଜୀବନ ବଞ୍ଚାଇବା ପାଇଁ ନେଉଳ ସହିତ ଖୁବ ଲ-ଢେ-ଇ କରେ | ନେଉଳ ବାରମ୍ବାର କୋବ୍ରା ଫଣା ଉପରେ ଆ-କ୍ର-ମ-ଣ କରେ, ଯାହାଦ୍ୱାରା ସେ କୋବ୍ରାକୁ ମାରିପାରିବ | କିନ୍ତୁ କୋବ୍ରା ମଧ୍ୟ ନିଜର ଜୀବନ ବଞ୍ଚାଇବା ପାଇଁ ବାରମ୍ବାର ନିଜର ଫଣା ଉଠାଇ ନେଉଳ ଉପରେ ଆ-କ୍ର-ମ-ଣ କରିଥାଏ |

ଶେଷରେ କୋବ୍ରା ହାରିଯାଏ ଏବଂ ନେଉଳ କୋବ୍ରାର ଫଣାକୁ ଧରିନିଏ | ତାପରେ ତାର ଫଣାକୁ କାଟିବାକୁ ଲାଗେ | ଏକ ମିନିଟର ଏହି ଭିଡିଓକୁ ଟ୍ୱିଟରରେ ସେୟାର କରି ସୁଶାନ୍ତ ନନ୍ଦା ଲେଖିଛନ୍ତି, ” ସାପକୁ ମା-ରି-ବା-କୁ ଚେଷ୍ଟା କରିବା ସହଜ କଥା ନୁହେଁ | କିନ୍ତୁ ନେଉଳ ପାଖରେ ନିଜର ଟ୍ରିକ ରହିଥାଏ | ଲକ୍ଷ ଲକ୍ଷ ବର୍ଷ ଧରି ସେମାନେ ସାପକୁ ମାରିବାରେ ସଫଳ ହୋଇ ଆସିଛନ୍ତି” |

Leave a Reply

Your email address will not be published. Required fields are marked *