ଭାଇରାଲ ଭିଡିଓ

ବାହାଘର ବେଦିରେ ପଛେ ଲାଗିଗଲାଣି ଘୁ ଘୁ ନିଆଁ ହେଲେ ଏ ବ୍ୟକ୍ତିର ହାତରୁ ଖାଇବା ଛାଡ଼ୁନି Viral video

ଦୁନିଆରେ କେତେ ପ୍ରକାରର ଲୋକ ବାସ କରନ୍ତି l ଭିର୍ନ ଲୋକଙ୍କ ନଧ୍ୟରେ ଭିର୍ନ ଭିର୍ନ ଲୋକଙ୍କ ସ୍ୱାଭାବ ଅଲଗା ହୋଇଥାଏ l କେତେକ ଲୋକ ରାଗି ହୋଇଥାନ୍ତି ତ କେତେକ ଲୋକ ଶାନ୍ତ ସ୍ୱାଭାବର ହୋଇଥାନ୍ତି l

କେତେ ଲୋକ ଖାଇବା ପ୍ରିୟ ହୋଇଥିବାବେଳେ କେତେ ଲୋକ ଖାଇବା କମ ପ୍ରିୟ ହୋଇଥାନ୍ତି l ଆଜି ଆମେ ଖାଇବା ପ୍ରିୟ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ l

ଯେଉଁଠାରେ ଜଣେ ବ୍ୟକ୍ତି ଏକ ବାହାଘର ଭୋଜି ଖାଇବାକୁ ଯାଇଛନ୍ତି ଏବଂ ସେଠାରେ କୌଣସି କାରଣବଶତଃ ବାହାଘରରେ ନିଆଁ ଲାଗିଯାଇଛି l

ଏବଂ ସମସ୍ତେ ଧାଇଁ ଯାଇ ନିଆଁ କାହିଁକି ଲାଗିଲା ଏବଂ ଲୋକେ ସମସ୍ତେ ସୁରକ୍ଷିତ ଅଛନ୍ତି ନା ନାହିଁ ଦେଖିବା ପାଇଁ ଦୌଡିବାକୁ ଲାଗୁଛନ୍ତି l ମାତ୍ର ସେଠାରେ ବସି ଖାଉଥିବା ବ୍ୟକ୍ତି ଜଣଙ୍କ ବସି ଖାଉଛନ୍ତି ଏବଂ ନିଆଁ ଜଳୁଥିବା ଦୃଶ୍ୟକୁ ଦେଖୁଛନ୍ତି l

ସତେ ଯେମିତି ଖାଇ ଖାଇ ଫିଲ୍ମ ଦେଖୁଛନ୍ତିମନେହୁଏ l ଏହି ଦୃଶ୍ୟକୁ ସାମ୍ନାରେ ଥିବା ବ୍ୟକ୍ତିଜଣଙ୍କ ନିଜ ମୋବାଇଲ ରେ କଏଦ କରିଛନ୍ତି l ଏହି ଭିଡ଼ିଓ ଟି ସୋସିଆଲ ମିଡିଆରେ ଭାଇରଲ ହେବା ସହ ଲୋକମାନେ ଖୁବ ମଜା ଉଡେଇବାରେ ଲାଗିଛନ୍ତି l

ଆପଣଙ୍କ ଏହି ଭିଡ଼ିଓ ସମ୍ପର୍କରେ ମତାମତ କଣ କେମେଣ୍ଟ ରେ ନିଶ୍ଚିତ ଭାବେ ଜଣାନ୍ତୁ l ଧନ୍ୟବାଦ l

Leave a Reply

Your email address will not be published. Required fields are marked *