ରାଜ୍ୟ ଖବର

ବାହାଘର ସମୟ ରେ ଘଟିଗଲା ହୋସ ଉଡେଇଦେଲା ଭଳି ଘଟଣା… ଦେଖନ୍ତୁ viral video

ସମସ୍ତ ଲୋକ ପାଇଁ ବାହାଘର ତାଙ୍କ ଜୀବନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହୋଇଥାଏ।କିନ୍ତୁ ଏମିତି ଲୋକ ଅଛନ୍ତି ଯିଏ କି ନିଜ ବାହାଘର ଦିନ ହିଁ ନିଜର ଇଜ୍ଜତ ହରାଇ ବସିଲେ।ଝିଅ ର ଚାପୁଡ଼ା ହେଉ କି ପୁଅ ର ପାଗଳାମି।ଏମିତି ବାହାଘର ଠାରୁ ଏକା ରହିବା ହିଁ ଭଲ।

1- ଗୋଟେ ବାହାଘରରେ ଉଭୟ ପୁଅ ଆଉ ଝିଅ ପରସ୍ପର ବେକରେ ଫୁଲମାଳ ପିନ୍ଧେଇବା ପାଇଁ ରେଡ଼ି ହୋଇ ଛିଡା ହୋଇଛନ୍ତି।କିନ୍ତୁ ସେତିକିବେଳେ ଅଚାନକ ପୁଅର ସାଙ୍ଗ ପୁଅକୁ ଟେକି ଦେଲେ,ଯାହାଫଳରେ ଝିଅଟି ବରମାଳ ପିନ୍ଧାଇ ପାରିଲା ନାହିଁ।ଏତିକିବେଳେ ଝିଅଟିକୁ ମଧ୍ୟ ଜଣେ ଲୋକ ଟେକି ଦେଲେ।ଉଭୟ ମାଳ ପିନ୍ଧିଲେ।ବିନା ପର୍ମିଶନ ରେ ଝିଅଟିକୁ ଟେକି ଥିବାରୁ ଝିଅଟି ଲୋକଟିକୁ ଚାପୁଡ଼ା ମାରିଥିଲେ।ଲୋକଟି ସାଙ୍ଗେ ସଙ୍ଗେ କିଛି ନ ଭାବି ପାଖରେ ଥିବା ଆଉ ଗୋଟେ ଝିଅକୁ ଚାପୁଡ଼ାଟେ ମାରି ପଳେଇଗଲେ।

2- ଆଉ ଗୋଟେ ବାହାଘରରେ ଉଭୟ ପୁଅ ଆଉ ଝିଅ ପରସ୍ପର ମଧ୍ୟରେ ଲଢେ଼ଇ କରୁଥିଲେ ଯେ, କିଏ ଆଗ ମାଳା ପିନ୍ଧାଇବ।ଏମିତି ଠେଲା ପେଲା ଭିତରେ ମାଳା ଟି ଛିଣ୍ଡିଯାଏ।ଏହାପରେ ୨ଜଣ ଲୋକ ଲଜ୍ୟା ହେଇଥିଲେ।

 

3- ଏହି ବାହାଘରର ଉଭୟ ପୁଅ ଆଉ ଝିଅ ବୟସ ଟିକେ କମ୍ ଅଛି।ପ୍ରଥମେ ପୁଅ ଟି ଆରାମ ରେ ମାଳା ଟିକୁ ଝିଅ ବେକରେ ପିନ୍ଧାଉଛି।ଝିଅକୁ ବୋଧେ ପୁଅଟି ପସନ୍ଦ ଆସିଲାନି,ଯାହାଫଳରେ ସେ ଉପରକୁ ନ ଚାହିଁ ପୁଅର ମୁକୁଟ ଉପରେ ଫୁଲମାଳ ପକେଇ ଦିଏ।ବ୍ରାହ୍ମଣ ମଧ୍ୟ ମନା କରିଥିଲେ ଏମିତି ହେବ ନାହିଁ।ଏଥର ମଧ୍ୟ ଝିଅ ସେଇୟା କରିଥିଲା।ପୁଅଟି ଏମିତି ଦେଖି ରାଗି କରି ମାଳା ଟିକୁ ଫୋପାଡି ଦେଇଥିଲେ।

4- ସେମିତି ଆଉ ଗୋଟେ ବାହାଘରରେ ପୁଅଟି ଝିଅ ବେକରେ ମାଳା ପିନ୍ଧାଉଥିବା ସମୟରେ ଅଚାନକ ଗୋଟିଏ ବାଣ ଫୁଟିଲା,ପୁଅଟି ବାଣର ଶବ୍ଦ ଶୁଣି ପ୍ୟାଣ୍ଟ୍ ଖସିଯାଏ।ପୁଅଟି ଯେତେବେଳେ ପ୍ୟାଣ୍ଟ୍ ଟି ପିନ୍ଧିବାକୁ ଯାଏ ଝିଅଟି ଓ ସେଥି ଥିବା ଲୋକମାନେ ହସିଲେ। ବିଚରା ପୁଅଟି ଏମିତି ଦେଖି ସେଠୁ ଚାଲି ଯାଇଥିଲେ।

Leave a Reply

Your email address will not be published. Required fields are marked *