ଭାଇରାଲ ଭିଡିଓ

ଝିଅ ଟି ଯେତେବେଳେ ନିଆ ରେ ଭର୍ତ୍ତି ଗୁପଚୁପ ଖାଇଦେଲା ତାପରେ ଯାହା ହେଲା.. ଦେଖନ୍ତୁ ଭିଡିଓ..

ଆଜି କାଲି ଗୋଟେ ବହୁତ୍ ମଜାଦାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ବେଳେବେଳେ ଷ୍ଟ୍ରିଟ୍ ଫୁଡ୍ ର ଅଜବ ମାମଲା ମଧ୍ୟ ସାମ୍ନାକୁ ଆସେ | ନିକଟରେ ଅହମ୍ମଦାବାଦରୁ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଜଣେ ଝିଅ ଗୁପ୍ ଚୁୁପ୍  ରେ ନିଆଁ ଲଗାଇ ଗୁପଚୁପ୍  ଖାଉଛି। ଭିଡିଓଟି ନିଜେ ସେଇ ଝିଅ ଦ୍ଵାରା ସୋସିଆଲ ମିଡ଼ିଆ ରେ ସେୟାର କରାଯାଇଥିଲା ଆଉ ପରେ ତାହା ଖୁବ୍ ଭାଇରାଲ ହେଇ ଯାଇଥିଲା

ବାସ୍ତବରେ ଏହି ଘଟଣା ଅହମ୍ମଦାବାଦରୁ ଆସିଛି |କ୍ରିପାଲି ପଟେଲ ନାମକ ଏକ ଝିଅ ଏହି ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି | ସେ ଲେଖିଛନ୍ତି ଯେ ଏହି ଅଗ୍ନି ପାନି ପୁରୀ ଏବଂ ଅହମ୍ମଦାବାଦର ଅଟେ | ଭିଡିଓରେ ଏହା ଦେଖାଯାଉଛି ଯେ ଝିଅଟି ଗୁପ ଚୁପ ସହିତ ଅଛି ଏବଂ ଗୁପଚୁପ ଖାଉଥିବା ଦେଖିବାକୁ ମିଳୁଛି | କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଗୁପ୍ ଚୁପ ଖାଉଛି, ସେଥିରୁ ନିଆଁ ବାହାରୁଛି

 

ଲୋକ ମାନେ ନିଜକୁ ଚର୍ଚ୍ଚା ରେ ରଖିବାକୁ  କିଛି ଓଲଟା ପୋଲଟା କାମ କରୁଥାନ୍ତି, ତେବେ ନିଆଁ ଲଗା ଗୁପଚୁପ ବିକି ଦୋକାନୀ ଖୁବ୍ ଚର୍ଚ୍ଚା ରେ ଥିଲେ ଆଉ ସେଇ ଦୋକାନ ନାଁ ଶୁଣି ଝିଅ ଜଣକ ଖାଇବାକୁ ଯାଇଥିଲେ ଆଉ ପରେ ତାଙ୍କ ଏହି ଭିଡିଓ ବେଶ୍ ଭାଇରାଲ ହେଇଥିଲା

Leave a Reply

Your email address will not be published. Required fields are marked *