ନିଜ ପ୍ରେମିକ ସହ ମିଶି ଧୁମ ମଦ ପିଇଲେ ଭୁବନେଶ୍ଵର ଯୁବତୀ, ଭିଡିଓ ଭାଇରଲ 

ପ୍ରେମର ନି-ଶା ଯେତେବେଳେ ଲାଗିଥାଏ ସେତେବେଳେ ମଣିଷ ଅଲଗା ପ୍ରକାର ହରକତ କରିଥାଏ। କିନ୍ତୁ ଆମ ଦେଶରେ ଏକ ଦମ୍ପତି ଯେଉଁ ହରକତ କଲେ, ତାହା ବହୁତ ନିନ୍ଦନୀୟ ଅଟେ। ୟୁଟୁବରେ ଭାଇରାଲ ହେଉଥିବା ଏହି ଭିଡିଓରେ, ଜଣେ ଦମ୍ପତି ଏକ ଦୋକାନ ବାହାରେ ଖୋଲାରେ ମ-ଦ୍ୟ-ପାନ କରୁଥିଲେ। ଏ ଦୁହିଙ୍କ ମଧ୍ୟରେ ସତରେ ପ୍ରେମ ଅତୁଟ ରହିଥିବ। ଏହି ଦମ୍ପତି ଲୋକମାନଙ୍କ ସାମ୍ନାରେ ଗୋଟିଏ ବୋତଲରେ ମଦ୍ୟପାନ କରୁଥିଲେ। କେତେବେଳେ ଗୋଟିଏ ଢୋକ ପୁଅ ପିଅନ୍ତି ତୋ ଆଉ କେତେବେଳେ ଝିଅ ଏକ ଢୋକ ପିଅନ୍ତି। ଏହା ଜାଣି ମଧ୍ୟ ଲୋକେ ତାଙ୍କର ଏହି ହରକତକୁ ରେକର୍ଡ କରୁଛନ୍ତି।

ନିଶା ସର୍ବଦା ଆମକୁ ଏମିତି ହରକତ କରିବା ପାଇଁ ବାଧ୍ୟ କରିଦିଏ, ଯାହା ଆମେ ହୋଶରେ ମଧ୍ୟ କରିପାରୁ ନାହିଁ। ହାଇଦ୍ରାବାଦର ବଞ୍ଜାରା ହିଲ୍ସ ପୋଲିସ ଷ୍ଟେସନରୁ ଭାଇରାଲ ହୋଇଥିବା ଏକ ରାତିର ଭିଡିଓରେ ଏମିତି କିଛି ଘଟିଛି। ଯେତେବେଳେ ସେଠାକାର ପୋଲିସ ଜଣେ ମହିଳାଙ୍କୁ କୌଣସି ମାମଲାରେ ଗି-ରଫ କରି ପୋଲିସ ଷ୍ଟେସନ ନେଇଯାନ୍ତି, ସେହି ସମୟରେ ଏହି ମହିଳାଜଣକ ନିଶାରେ ଥିଲେ। ଏହି ସମୟରେ ସେହି ମହିଳାଜଣକ ସାମ୍ନାରେ ଆସୁଥିବା ମହିଳା ପୋଲିସକର୍ମୀଙ୍କୁ ମଧ୍ୟ ପିଟିବାକୁ ଲାଗିଲେ। ଯେତେବେଳେ ଭିଡିଓ ଭାଇରାଲ ହେଲା ସେତେବେଳେ ଯାଇ ଏହି ମହିଳାଙ୍କୁ ଏକ ଉପଦେଶ ମିଳିଲା।

ଆଉ ଜଣେ ମହିଳା ଯିଏକି ସାଏରି ଆଣ୍ଟି ନାମରେ ପରିଚିତ। ସେ ଏକ ସାଏରି କହୁଥିବା ସମୟରେ ମ-ଦ୍ୟପାନ କରୁଥିଲେ।ନି-ଶା ଅବସ୍ଥାରେ ଏହି ମହିଳାଜଣକ ଯାହା କରିଲେ ସତରେ ତାହା ବହୁତ ଲଜ୍ଜାଜନକ ଥିଲା। ପୋଲିକର୍ମୀ ଜଣେ ମହିଳା ଓ ପୁରୁଷଙ୍କୁ ଅଟକାନ୍ତି। ଏହି ସମୟରେ ମହିଳାଜନକ ନି-ଶାରେ ଥିଲେ। ସାମ୍ନାରେ ଥିବା ପୋଲିସକର୍ମୀଙ୍କୁ ମଧ୍ୟ ଛାଡିଲେ ନାହିଁ ଓ ତାଙ୍କର କଲରରେ ହାତ ଦେଇଦେଲେ। ଘଟଣାସ୍ଥଳରେ କୌଣସି ମହିଳା ପୋଲିସକର୍ମୀ ନଥିବାରୁ ମହିଳା ପୋଲିସକର୍ମୀଙ୍କୁ ଡକାଗଲା। ମହିଳା ପୋଲିସକର୍ମୀ ଆସିବା ପରେ ମଧ୍ୟ ମହିଳା ଜଣକ ନିଅଜର ବ୍ୟବହାର ଭଲ କରିଲେ ନାହିଁ।

 

ହୃଦୟ ଭାଙ୍ଗିଲେ କିମ୍ବା କେହି ନିଜର ଧୋକା ଦେଲେ ନିଶା କରିବା, ଏହିସବୁ ଅନେକ ସମୟରୁ ଚାଲିଆସୁଛି। କିନ୍ତୁ ଯେତେବେଳେ ଏହି ଝିଅର ହୃଦୟ ଭାଙ୍ଗିଲା ଓ ଯେତେବେଳେ ସେ ମଦ ପିଇଲେ ଓ ଯାହା କରିଲେ ତାହା ଆଶ୍ଚର୍ଯ୍ୟକର ଥିଲା। ଯେତେବେଳେ ଜଣେ ପୁଅ ନିଜର ଗାର୍ଲଫ୍ରେଣ୍ଡଙ୍କୁ ଧୋକା ଦେଲେ, ସେତେବେଳେ ଝିଅଜଣକ ଡିଜେ ନେଇ ନିଜର ଆଶିକଙ୍କ ଗଳିରେ ପହଞ୍ଚିଗଲେ। ଝିଅର ଏମିତି କାମ ଉପରେ ଲୋକମାନେ ହସିବାକୁ ଲାଗିଲେ।

ମହଳାମାନେ କେବଳ ଭାରତରେ ନି-ଶା କରନ୍ତି ନାହିଁ ବରଂ ଭାରତ ଭାବରେ ମଧ୍ୟ ଅନେକ ମହିଳା ନିଶା କରନ୍ତି। ନି-ଶା ଏକ ଖରାପ କଥା। ଏହାଦ୍ବାରା ଅନେକ ପରିବାର ନଷ୍ଟ ହୋଇଯାଏ। ସେଥିପାଇଁ ନି-ଶା କରନ୍ତୁ ନାହିଁ।

Leave a Comment

Your email address will not be published. Required fields are marked *

Scroll to Top