ଶେଷରେ ଚାକିରୀ ହରାଇଲେ ଯୁବକ ମାଡ଼ ଖାଇଲେ ଅତିରିକ୍ତ ତହସିଲଦାର
ଅତିରିକ୍ତ ତହସିଲଦାର ଙ୍କୁ ମାଡ଼ ମାରିଲେ ମହିଳା। ତହସିଲ ଭିତରେ ପଶି କଲର୍ ଧରି ମାଡ଼ ମାରିଥିବା ର ଦୃଶ୍ୟ ଏବେ ଦେଖିବାକୁ ମିଳିଛି। ଉତ୍ୟକ୍ତ ମହିଳା ଅତିରିକ୍ତ ତହସିଲଦାର ଙ୍କୁ ଘେରି ଯାଇ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ତାଙ୍କୁ ମାଡ଼ ମରା ଯାଇଥିବା ଦେଖିବାକୁ ମିଳିଥିଲା। ବଲାଙ୍ଗୀର ଜିଲ୍ଲାର , ଦେଓଗାଁ ତହସିଲ କାର୍ଯ୍ୟାଳୟର ଅତିରିକ୍ତ ତହସିଲଦାର ସୋମକେଶ ନାୟକଙ୍କୁ,ଏଭଳି ଭାବରେ ମାଡ଼ ମାରିଥିବା ଦୃଶ୍ୟ ଏବେ ଦେଖିବାକୁ ମିଳିଛି। … Read more