ଗୋଟିଏ ଛୁଆକୁ ଜନ୍ମ କଲେ ଦୁଇଜଣ ମାଆ ଛାନିଆ ହେଇଗଲେ ଗାଆଁ ଲୋକେ
ଆଠ ମାସର କୁନି ନିଷ୍ପାପ ଶିଶୁ ଏବେ ଦ୍ବନ୍ଦରେ ପଡ଼ିଛି ତା ମାଆ ଆଖିରେ। କିଏ ଦେଇଛି ତାକୁ ଜନ୍ମ ଆଉ କାହା କୋଳରେ ତାର ଭବିଷ୍ୟତ ଏବେ ଏହାକୁ ନେଇ ଚର୍ଚ୍ଚା ହେବାରେ ଲାଗିଛି। ହେଲେ ଏଠାରେ ଏବେ ତାଙ୍କୁ ନେଇ ଫଇସଲା ଚାଲିଛି। ଗୋଟେ ଛୁଆକୁ ଆସି ଦୁଇ ଦୁଇଜଣ କହୁଛନ୍ତି କି ତାଙ୍କର ଛୁଆ ବୋଲି। ଦେଖାଉଛନ୍ତି ପୂରା ପ୍ରମାଣ। ଜଣେ କହୁଛି କି ସେ ଦଶ ମାସ ଦଶ ଦିନ ଗ-ର୍ଭରେ … Read more