ଜୀବନରେ ସୁଖି ରହିବାକୁ ଚାହୁଁଥିଲେ ମାନନ୍ତୁ Sai Baba ଙ୍କ ଏହି ୩ ଟି କଥା ଦୁଃଖ ପାଖ ମାଡିବନି
ଦୁନିଆରେ ସାଇ ବାବା ଙ୍କ ଭକ୍ତ ଅନେକ ଅଛନ୍ତି ଯିଏ କି ସାଇ ବାବାଙ୍କ ପ୍ରତ୍ୟେକ କଥା କୁ ପାଳନ କରନ୍ତି । ଜୀବନରେ ସାଇ ବାବା ୩ ଟି ମୁଖ୍ୟ ଜିନିଷ ଶିଖାଇ ଯାଇଛନ୍ତି ଯାହାକୁ ମାନବ ସମାଜ ମାନିବା ନିହାତି ଜରୁରୀ । ଜୀବନରେ ସବୁବେଳେ ସତ୍ୟ ଅଧାର ରେ ରହିବା ଉଚିତ୍ । ସତ୍ୟ କୁ ମୁଖ୍ୟ ଅସ୍ତ୍ର କରାଯିବା ଉଚିତ୍ । ଯେତେ ସୁବିଧା ଅସୁବିଧା ଆସୁ ପଛେ ସତ ର … Read more