ସ୍ପେଶାଲ ରିପୋର୍ଟ: ସାତଫେରା ସମୟରେ ଚାଲିଗଲା କନ୍ୟାର ଜୀ-ବନ ବର ବାହା ହେଲା ଶାଳୀକୁ
ଉତ୍ତରପ୍ରଦେଶ:-ଉତ୍ତରପ୍ରଦେଶର ଇଟାୱାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଯେଉଁଠି ଏକ ବିବାହ ଧୁମଧାମରେ ଚାଲିଥିଲା। ବିବାହର ରୀତିନୀତି ଧୀରେ ଧୀରେ ମଧ୍ୟ ସରିବାକୁ ଯାଉଥିଲା। ହଠାତ ସାତଫେରା ପୂର୍ବରୁ, କନ୍ୟା ବେଦୀ ଉପରେ ଆଖି ବୁଜିଦେଲେ। ଇଟାୱାର ଭାରତ ଥାନା ଅଞ୍ଚଳର ସାମସପୁରରେ ଏଭଳି କରୁଣ ଦୃଶ୍ୟ ଘଟିଛି। ମୃ-ତ୍ୟୁ ବରଣ କରିଥିବା କନ୍ୟାର ଭାଇ ମହେଶ କହିଛନ୍ତିଯେ, ୨୫ ତାରିଖ ମଙ୍ଗଳବାର ଦିନ ଭଉଣୀ ସୁରଭୀ ସହିତ ମଞ୍ଜେସ ଗ୍ରାମର ନାବଲି ଚିତାଭାବନଙ୍କ ସହିତ … Read more