ଶ୍ରାବଣ ମାସରେ ଲଗାନ୍ତୁ ଏହି ଗଛ, ଖୋଲିଯିବ ଆପଣଙ୍କ ଭାଗ୍ୟ

ଶାସ୍ତ୍ର କଥା ଜାଣନ୍ତୁ ଧର୍ମ ସହିତ :- ଯଦି ଗଛ ବିଷୟରେ କଥା ହେବା, ତେବେ ବାସ୍ତୁ ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ତୁଳସୀ ଗଛକୁ ଶ୍ରାବଣ ମାସରେ କିମ୍ବା କାର୍ତ୍ତିକ ମାସରେ ଲଗାଇଲେ ବହୁତ ଶୁଭ ହୋଇଥାଏ | ତୁଳସୀ ଗଛ ଘରର ମଝାମଝି ଲଗାଇବା ଉଚିତ | ବୈବାହିକ ଜୀବନକୁ ଭଲରେ କାଟିବା, ସୁଖ-ସମୃଦ୍ଧି ଏବଂ ଭଲ ସ୍ୱାସ୍ଥ୍ୟ ପାଇଁ ପ୍ରତିଦିନ ଏହା ତଳେ ଘିଅର ଦୀପ ଜଳାନ୍ତୁ ଏବଂ ଏହାକୁ ପରିକ୍ରମା କରନ୍ତୁ … Read more

ଶ୍ରାବଣ ମାସରେ ରଖନ୍ତୁ ଏହି ୩ଟି ବ୍ରତ, ଆପଣଙ୍କୁ ମିଳିବ ଇଚ୍ଛା ଅନୁଯାୟୀ ଫଳ

ହିନ୍ଦୁ ପରମ୍ପରାରେ ଶ୍ରାବଣ ମାସକୁ ସବୁଠାରୁ ପବିତ୍ର ବୋଲି କୁହାଯାଏ | ଏହି ମାସରେ ଭଗବାନ ଶିବଙ୍କର ଉପାସନା କରାଯାଏ | ବିଶ୍ୱାସ କରାଯାଏ ଯେ ଏହି ମାସକୁ ଭଗବାନ ଶିବ ବହୁତ ଭଲ ପାଆନ୍ତି, ତେଣୁ ଏହି ମାସରେ ବ୍ରତ କରି ଯାହା ମାଗିଲେ ଭଗବାନ ଶିବ ତାକୁ ପୂରଣ କରିଥାନ୍ତି | ତେବେ ଶ୍ରାବଣ ମାସରେ ୩ଟି ବିଶେଷ ବ୍ରତ କରିବାଦ୍ୱାରା ଶିବ ପ୍ରସନ୍ନ ହୋଇଥାନ୍ତି | ଆପଣ ମଧ୍ୟ ଜାଣନ୍ତୁ ଏହି ୩ଟି … Read more

ଆପଣଙ୍କ ଜନ୍ମଦିନରେ କରନ୍ତୁ ନାହିଁ ଏହି ଭୁଲ, ନଚେତ ଆଣିପାରେ ବ୍ୟାଡ଼ ଲକ

ଆଜିକାଲି ଜନ୍ମଦିନକୁ ଉତ୍ସବ ରୂପରେ ପାଳନ କରାଯାଉଛି | ଜ୍ୟୋତିଷଶାସ୍ତ୍ରରେ ମଧ୍ୟ ଜନ୍ମଦିନର ବହୁତ ମହତ୍ୱ ରହିଥାଏ | ଜନ୍ମର ଦିନ, ସମୟ ଏବଂ ସ୍ଥାନକୁ ଆଧାର କରି ହିଁ ବ୍ୟକ୍ତିର ବର୍ଷ କୁଣ୍ଡଳୀ ତିଆରି ହୋଇଥାଏ | ଏଥିପାଇଁ ଜନ୍ମଦିନକୁ ବହୁତ ବିଶେଷ ଭାବରେ ପାଳନ କରାଯିବା ଉଚିତ | ଏହି କାମ କରିବା ଉଚିତ ନୁହେଁ :- – ଏହି ଦିନ ଗରମ ପାଣିରେ ସ୍ନାନ କରିବା ଶାସ୍ତ୍ର ଅନୁଯାୟୀ ଅନୁକୂଳ ନୁହେଁ | … Read more

ସୋରିଷ ତେଲର ଏହି ବ୍ୟବହାର, ଆପଣଙ୍କ ଘରୁ ଖରାପ ଶକ୍ତିକୁ ଦୂରରେ ରଖି

ଘରର ବାସ୍ତୁ ଆପଣଙ୍କ ଜନ୍ମ କୁଣ୍ଡଳୀ ଉପରେ ଯେତେ ପ୍ରଭାବ ପକାଇଥାଏ, ସେହି ଅନୁସାରେ ଆପଣଙ୍କ ଜୀବନରେ ସକାରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ପଡିଥାଏ | ଯେଉଁ ସ୍ଥାନରେ ଆପଣ ରହୁଛନ୍ତି, ସେହି ଜାଗାର ଦିଗ ଠିକ ହେବା ସେହି ଘରର ବାସ୍ତୁ ଠିକ ରହିବା ବହୁତ ଜରୁରୀ ଅଟେ | ଅନେକଥର ଦେଖାଯାଇଛି ଯେ ଲୋକମାନେ ନିଜର ଘର ନିର୍ମାଣ ବାସ୍ତୁ ଅନୁଯାୟୀ ତ କରିନିଅନ୍ତି, କିନ୍ତୁ ଏପରି ଅନେକ କଥା ଭୁଲିଯାନ୍ତି କିମ୍ବା ଅଣଦେଖା … Read more

ଜାଣନ୍ତୁ ଶ୍ରାବଣ ମାସରେ ଶିବଙ୍କୁ ପୂଜା କରିବାପାଇଁ କେଉଁ କେଉଁ ତିଥି ବିଶେଷ, ମିଳିଥାଏ ବିଶେଷ ଫଳ

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ପବିତ୍ର ଶ୍ରାବଣ ମାସ ହିନ୍ଦୁ ପଞ୍ଚାଙ୍ଗର ପଞ୍ଚମ ମାସ ଏବଂ ଶିବଙ୍କର ପ୍ରିୟ ମାସ ହୋଇଥାଏ | ଶ୍ରାବଣ ମାସରେ ସାରା ଦେଶରେ ବର୍ଷା କାଳ ଆରମ୍ଭ ହୋଇଯାଏ ଏବଂ ଚାରିଆଡେ ଶିବଙ୍କ ପୂଜା କରାଯାଏ | ଏହି ସମୟରେ ମନ୍ଦିର ଏବଂ ଶିବାଳୟରେ ଶିବଙ୍କ ପୂଜା ପାଇଁ ଲୋକମାନଙ୍କ ଭିଡ଼ ଲାଗି ରହିଥାଏ | ଶ୍ରାବଣ ମାସରେ ଶିବ ଭକ୍ତ ସେମାନଙ୍କ ଅନୁଯାୟୀ ନିଜ ଆରାଧ୍ୟ ମହାଦେବଙ୍କୁ ପ୍ରସନ୍ନ କରିବାକୁ ଚେଷ୍ଟା … Read more

କାହାଣୀ ଏପରି ଜଣେ ବ୍ରିଟିଶ କର୍ଣ୍ଣଲଙ୍କର, ଯାହାଙ୍କର ଭଗବାନ ଶିବ ହିଁ ଯୁ-ଦ୍ଧ-ରେ ବଞ୍ଚାଇଲେ ଜୀବନ, ଜାଣନ୍ତୁ ଏହାର ସତ୍ୟତା

କୁହାଯାଏ ଈଶ୍ୱର ସତ୍ୟ ଅଟନ୍ତି, ସତ୍ୟ ହିଁ ଶିବ ଅଟନ୍ତି ଏବଂ ଶିବ ହିଁ ସୁନ୍ଦର ଅଟନ୍ତି | ଏଥିପାଇଁ ଭଗବାନ ଶିବଙ୍କର ଏକ ରୂପ ସତ୍ୟ, ଶିବ, ସୁନ୍ଦର ଅଟେ | ଶିବଙ୍କ ବିନା ପ୍ରକୃତିର କଳ୍ପନା ଆଧାରହିନ ଏବଂ ପ୍ରକୃତି ବିନା ମଣିଷର ଜୀବନର କୌଣସି ଆଧାର ନାହିଁ | ତେବେ ଆସନ୍ତୁ ଜାଣିବା ଶିବଙ୍କ ସହିତ ଜଡିତ ଏକ ଏପରି କାହାଣୀ, ଯାହା ଅନୁଯାୟୀ ଜଣେ ଇଂରେଜ ଥିଲେ ଯିଏକି ଭଗବାନ ଶିବଙ୍କ … Read more

ଶ୍ରାବଣ ମାସରେ ୩ଟି ଗ୍ରହ ବଦଳାଇବେ ନିଜ ସ୍ଥାନ, ସିଂହ ରାଶିରେ ହେବ ବୁଦ୍ଧାଦିତ୍ୟ ଯୋଗ, ଏହି ରାଶିମାନଙ୍କୁ ଲାଭ

ଅଗଷ୍ଟ ୦୯ ତାରିଖ ୨୦୨୧ ରେ ବୁଧ ଗ୍ରହ ସିଂହ ରାଶିରେ ଗମନାଗମନ କରିବ ଏବଂ ସୂର୍ଯ୍ୟ ମଧ୍ୟ ଅଗଷ୍ଟ ୧୭ ତାରିଖ ୨୦୨୧ ରେ ସିଂହ ରାଶିରେ ଗମନାଗମନ ଆରମ୍ଭ କରିବ, ଯାହାଦ୍ୱାରା ଅଗଷ୍ଟ ୧୭ ରୁ ନେଇ ଅଗଷ୍ଟ ୨୬ ପର୍ଯ୍ୟନ୍ତ ସିଂହ ରାଶିରେ ବୁଦ୍ଧାଦିତ୍ୟ ଯୋଗ ନିର୍ମାଣ ହେବ | ଶ୍ରାବଣ ମାସ ଆରମ୍ଭ ହେବାମାତ୍ରେ ଶିବ ଭକ୍ତମାନେ ଉତ୍ସାହରେ ନାଚି ଉଠନ୍ତି | କାରଣ ଏହି ମାସ ମହାଦେବଙ୍କ ଆରାଧନା ପାଇଁ … Read more

ଝାଡୁଠାରୁ ନେଇ ଛୁରୀ ପର୍ଯ୍ୟନ୍ତ, ଆର୍ଥିକ ସମସ୍ୟା ବଢ଼ାଇ ପାରେ ଘରେ ପଡିଥିବା ଏହି ଜିନିଷ

ବାସ୍ତୁ ଅନୁଯାୟୀ, ଆମ ଆଖପାଖର ଜିନିଷ ଏବଂ ବାତାବରଣ ଆମ ଉପରେ ଗଭୀର ପ୍ରଭାବ ପକାଇଥାଏ | ସେହିପରି ଘରେ ପଡ଼ିଥିବା ଛୋଟ ଜିନିଷ ମଧ୍ୟ ନିଜର ଅଲଗା ମହତ୍ୱ ରଖିଥାଏ | ଏହାଦ୍ୱାରା ମଧ୍ୟ ଘରେ ସୁଖ- ସମୃଦ୍ଧି ଏବଂ ସମ୍ପନ୍ନତାର ବାସ ହୋଇଥାଏ | ଜୀବନରେ ଆର୍ଥିକ ଅବସ୍ଥା ଶକ୍ତିଶାଳୀ ହୋଇଥାଏ | ସେହିପରି ଯଦି ଜିନିଷଗୁଡିକୁ ଠିକ ଭାବରେ ରଖାଯାଏ ନାହିଁ, ତେବେ ଏହା ଅସୁବିଧାକୁ ସୃଷ୍ଟି କରିବାପାଇଁ ମଧ୍ୟ କାମ କରିଥାଏ … Read more

ଜାଣନ୍ତୁ ଶିବ ପ୍ରତିମାଙ୍କ କେଉଁ ରୂପକୁ ପୂଜା କଲେ କେଉଁ ଇଚ୍ଛା ପୂରଣ ହୋଇଥାଏ

ସାଧାରଣତଃ ଭଗବାନ ଶିବଙ୍କ ପୂଜା ଶିବଲିଙ୍ଗ ରୂପରେ କରାଯାଇଥାଏ, କିନ୍ତୁ ଭଗବାନ ଶିବଙ୍କର ମୂର୍ତ୍ତିକୁ ପୂଜା କରିବାର ମଧ୍ୟ ଏକ ମହତ୍ୱ ରହିଛି | ଶ୍ରୀଲିଙ୍ଗ ମହାପୁରାଣରେ ଭଗବାନ ଶିବଙ୍କର ବିଭିନ୍ନ ମୂର୍ତ୍ତିଗୁଡିକୁ ପୂଜା କରିବା ବିଷୟରେ କୁହାଯାଇଛି | – କାର୍ତ୍ତିକେୟଙ୍କ ସହିତ ଭଗବାନ ଶିବ-ପାର୍ବତୀଙ୍କ ମୂର୍ତ୍ତିକୁ ପୂଜା କରିବା ଦ୍ୱାରା ମଣିଷର ସବୁ ଇଚ୍ଛା ପୂରଣ ହୋଇଯାଏ | ମଣିଷକୁ ସୁଖ-ସୁବିଧାର ସବୁ ଜିନିଷ ମିଳିଯାଏ ଏବଂ ସୁଖ ମିଳିଥାଏ | – ଯେଉଁ … Read more

ଶ୍ରାବଣ ମାସରେ କରନ୍ତୁ ଏହି ଉପାୟ, ସବୁବେଳେ ରହିବେ ଋଣମୁକ୍ତ

ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି, ଶିବଙ୍କର ଏହି ବିଶେଷ ମାସ ଜୁଲାଇ ୨୫ତାରିଖଠାରୁ ଅଗଷ୍ଟ ମାସ ୨୨ ପର୍ଯ୍ୟନ୍ତ ରହିବ | ଶ୍ରାବଣ ମାସ ଜଳତତ୍ତ୍ୱର ମାସ ହୋଇଥାଏ , ଏପରି ପରିସ୍ଥିତିରେ ଏହି ମାସରେ ଶୁକ୍ର ଏବଂ ଚନ୍ଦ୍ର ଦୁହେଁ ମଜବୁତ ରୁହନ୍ତି | ଏହି ଉଭୟ ଗ୍ରହ ସୁଖ ଏବଂ ସମୃଦ୍ଧି ପ୍ରଦାନ କରିଥାନ୍ତି | ଯଦି ଏହି ଦୁଇ ଗ୍ରହକୁ ମଜବୁତ କରାଯାଏ, ତେବେ ଆପଣଙ୍କ ଭାଗ୍ୟ ସହଜରେ ଉଜ୍ଜ୍ୱଳ ହୋଇପାରେ | … Read more