ଭଙ୍ଗା ହେଉ ଏ ଆଶ୍ରମ..ଟମାଟୋ ମାଡ଼ କଲେ ମହିଳା
ଖଣ୍ଡଗିରି ରେ ଥିବା ବାବା ଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ହେବାରେ ଲାଗିଛି। ଏହି ବାବାଙ୍କ ଆଶ୍ରମର ନାମ ହେଉଛି ବୈକୁଣ୍ଠ ଆଶ୍ରମ ହେଲେ କାମ ସମ୍ପୂର୍ଣ୍ଣ ଭିନ୍ନ ଅଟେ। ଏହାକୁ ନେଇ ଜଣେ ମହିଳା ସମାଜସେବୀ ରାଗି ଯିବା ସହ ବାବାଙ୍କ ଆଶ୍ରମ ଉପରକୁ ଟେକା ପଥର ମାରିଥିଲେ। ସେ କହିଥିଲେ କି ଏହି ବାବାଙ୍କ ଆଶ୍ରମରୁ ଝିଅ ମାନଙ୍କ ପୋଷାକ ମିଳୁଛି। ଏଭଳି ଗୋଟେ ଗୋଟେ କଥା ମଧ୍ୟ ସାମ୍ନା କୁ ଆସୁଛି … Read more