ଚାକିରୀ ନ ମିଳିବାରୁ ଯୁବକଙ୍କ ଅନନ୍ୟ ପଦକ୍ଷେପ, ସହରରେ ଲଗାଇଦେଲେ ହୋର୍ଡ଼ିଂଗ
ଚାକିରୀ ପାଇବାପାଇଁ ଲୋକମାନେ ଦିନରାତି ପରିଶ୍ରମ କରନ୍ତି | ସେହିପରି ଜବ ନ ମିଳିବାରୁ ଲୋକମାନେ ନିରାଶ ହୋଇଯାନ୍ତି | ସେହିପରି ଅନେକଥର ସେମାନେ ଭୁଲ ପଦକ୍ଷେପ ନେବାକୁ ମଧ୍ୟ ପଛାଇ ନଥାନ୍ତି | କିନ୍ତୁ ଆୟରଲ୍ୟାଣ୍ଡର ଜଣେ ଯୁବକ ଏପରି ଏକ ପଦକ୍ଷେପ ନେଇଛନ୍ତି, ଯାହା କେହି ଭାବି ମଧ୍ୟ ପାରିବେନାହିଁ | ଗ୍ରାଜୁଏଟକ୍ରିସ ହାରକିନ ନାମକ ଯୁବକ ଅନେକ ସ୍ଥାନରେ ଚାକିରୀ ପାଇଁ ଆବେଦନ କରିଥିଲେ, କିନ୍ତୁ ତାଙ୍କର କୌଣସି ସ୍ଥାନରେ ମଧ୍ୟ ସିଲେକସନ … Read more