ହେ ପ୍ରଭୁ କୁନି ପିଲା ଟି ର ଦୋଷ କଣ..କାହିଁକି ତାକୁ ଏତେ ଭ-ୟା-ନକ୍ ଦଣ୍ଡ ଦେଲ
ନମସ୍କାର ପାଠକ ବନ୍ଧୁ।ରୋଗ ଯନ୍ତ୍ରଣା ରେ ଛଟ ପଟ ହେଉଚି ଛୋଟ ପିଲା ଟି।ଛୋଟ ପିଲା ଟି ଯେଉଁ ବୟସ ରେ ହସି ଖେଳି ସମୟ ବିତାଇବା କଥା ସେହି ବୟସ ରେ ଆଜି ରୋଗ ଗ୍ରସ୍ତ ହୋଇ ଘରେ ପଡ଼ି ରହିଛି।ଆପଣ ମାନେ ମଧ୍ୟ ତାଙ୍କୁ ଦେଖିଲେ ଆଖିରୁ ଲୁହ ଆସି ଯିବ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ରେ। ସେଠାରେ ବାସୁ ଙ୍କ ର ଗୋଟିଏ ଛୋଟିଆ ପରିବାର ରହିଛି।ଯେଉଁ ପରିବାର … Read more