ରାସ୍ତା ମଝିରେ ହେଲା ହାଇଡ୍ରାମା ଯୁବକକୁ ମାଡ଼ ମାରିଲେ ଯୁବତୀ…!
ବାଇକ୍ ରେ ବସିଛନ୍ତି ଯୁବକ ଆଉ ଚାପୁଡ଼ା ପରେ ଚାପୁଡ଼ା ମାରି ଚାଲିଛନ୍ତି ଯୁବତୀ। ଏହାର କାରଣ ହେଉଛି ଏହି ଯୁବକ ଜଣକ ଏକ ଘରୋଇ ହସ୍ପିଟାଲ କୁ ରାତିରେ ଆସି ସେଠାରେ କାମ କରୁଥିବା ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ। ଆଉ କହିଥିଲେ କି ତୁ ମତେ ଛାଡ଼ି ଆଉ କାହାକୁ ପ୍ରେମ କରୁଛୁ , ଆଉ ଯଦି ତୁ ମୋର ହେବୁ ନାହିଁ ତେବେ ମୁଁ ତତେ ଆଉ କାହାରି ମଧ୍ୟ ହେବାକୁ … Read more