ଶେଷରେ ଏମିତି କହିଲେ ସୁର ମନୋଜ ମିଶ୍ରକୁ ଜେଲରେ ପୁରେଇ ଦିଅ
ଆପଣ ମାନେ ସୋସିଆଲ ମିଡ଼ିଆ ରେ ଭାଇରାଲ୍ ହେଉଥିବା ଭିଡିଓ ବେଶ ଭଲ ଭାବରେ ଦେଖି ସାରିଥିବେ ଯେଉଁଥିରେ କି ଦେଖିବାକୁ ମିଳିଥିଲା ଓଲିଉଡ଼ ଅଭିନୟ ଜଗତର ଖଳନାୟକ ମନୋଜ ମିଶ୍ର , ବବି ଦାସ ଙ୍କ ମଧ୍ୟରେ ଖୁବ ଜୋରେ ଝଗଡା ଲାଗିଥିଲା। କାରଣ ମନୋଜ ମିଶ୍ର ମଧ୍ୟ ବବି ଦାସ ଙ୍କୁ ମାରିବା ପାଇଁ ଗୋଡେଇ ଯାଇଥିଲେ। ଯାହାକୁ ଦେଖି ମଧ୍ୟ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। କାରଣ ଏଭଳି ମନୋଜ ମିଶ୍ର ଙ୍କ … Read more