ଯାତ୍ରା ପେଣ୍ଡାଲରେ ସାହୁ ଭାଉଜକୁ କାଟିଦେବେ ଏହି ଆଇଟମ ଡ୍ୟାନ୍ସର୍….
ଆଇଟମ କୁଇନ୍ ମାନଙ୍କୁ ଏବେ ସମସ୍ତଙ୍କୁ ହରାଇବା ପାଇଁ ଏବେ ଆସି ଯାଇଛନ୍ତି ସ୍ଵପ୍ନା। ଓଡ଼ିଶାରେ ଏବେ ସ୍ଵପ୍ନା ଚହଳ ସୃଷ୍ଟି କରିଛନ୍ତି। ଯାହାକୁ ଦେଖିବା ପାଇଁ ଲୋକମାନେ ଏବେ ଉଚ୍ଛନ୍ନ ହୋଇ ଗଲେଣି ଆଇଟମ ଗାର୍ଲ୍ ମାନେ ଡାନ୍ସର ସ୍ଵପ୍ନା ଙ୍କ ପାଇଁ ଖୁବ୍ ଚିନ୍ତାରେ ଅଛନ୍ତି। କାରଣ ତାଙ୍କର ରୂପରେ ହିଁ ସେ ସମସ୍ତଙ୍କୁ ଘାଇଲା କରୁଛନ୍ତି। ଘର ଆଗରେ ତାଙ୍କର ଲୋକ ମାନଙ୍କର ଲାଇନ ଲାଗିଲାଣି। ନିଜର ଅଙ୍ଗ ଭଙ୍ଗୀରେ ସେ ଲୋକଙ୍କୁ … Read more