ବୁଢିଆଣୀ ଜାଲରେ ସ୍ତ୍ରୀ TIGER କହିଲେ TRUTH…!

ଜଣେ ବ୍ୟକ୍ତି ଏବେ ଏହା ଅଭିଯୋଗ ଆଣିଛନ୍ତି କି ତାଙ୍କର ସ୍ତ୍ରୀ ନଅ ମାସ ହେବ ଆଉ ମିଳୁ ନାହିଁ। ତାଙ୍କର ସ୍ତ୍ରୀଙ୍କ ସହ ଏଭଳି କିଛି ଘଟଣା ଘଟି ଯାଇଛି ଯାହାକୁ ନେଇ ଏବେ ସ୍ଵାମୀ ଜଣକ ନିଜ ମୁହଁ ମଧ୍ୟ ଖୋଲି ଦେଇଛନ୍ତି। ବ୍ୟକ୍ତି ଜଣକ ଆଶ୍ରମରେ ଥିବା ବାବାଙ୍କ ନାମରେ ମଧ୍ୟ ଅନେକ ପ୍ରକାରର ସଙ୍ଗୀନ ଅଭିଯୋଗ ସବୁ ଆଣିଥିଲେ। ଯାହାକୁ ଶୁଣିଲେ ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ … Read more

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ପରିସ୍ରା କରିବାକୁ ଆସିଲେ ବ-ଳା-ତ୍କା-ର ହୋଇ ପାରେ…!

ଯାଜପୁରର ଷଠିପୁର ନିକଟରେ ଥିବା ଟାଉନ କୁ ଏହି ରାସ୍ତା । ରାସ୍ତାରେ ବାମ ପାର୍ଶ୍ଵରେ ରହିଛି ପଥପ୍ରାନ୍ତ ସୁବିଧା କେନ୍ଦ୍ର। ଏହି କେନ୍ଦ୍ର ର ମୂଖ୍ୟ କାର୍ଯ୍ୟ ହେଉଛି କି ଜାତୀୟ ରାଜପଥରେ ଯେଉଁମାନେ ଯାଉଥିବେ ଯଦି ସେମାନଙ୍କର କୌଣସି ପ୍ରକାରର ଅସୁବିଧା ହେଲା ତେବେ ସେମାନଙ୍କ ପାଇଁ ହିଁ ସରକାର ଏହି କେନ୍ଦ୍ର ତିଆରି କରିଥିଲେ। ହେଲେ ବର୍ତ୍ତମାନ ସମୟରେ ଏହା ଅପହଞ୍ଚ ହୋଇ ପଡ଼ି ରହିଥିବା କୁହା ଯାଉଛି।ଏହାକୁ ନେଇ ଚର୍ଚ୍ଚା ହେବାରେ … Read more

ଅସହ୍ୟ ହେଲା ଯୌତୁକ ନି-ର୍ଯ୍ୟା-ତନା ବିବାହର ୪ବର୍ଷ ପରେ ମହିଳାଙ୍କ ମୃ-ତଦେହ ଉଦ୍ଧାର

ପ୍ରେମ ବିବାହର କରୁଣ କାହାଣୀ ଦେଖିବାକୁ ମିଳିଛି। ଅସହାୟ ହୋଇ ପଡିଥିଲା ଯୌତୁକ ନିର୍ଯାତନା। ବିବାହର ଚାରି ବର୍ଷ ପରେ ଯୁବତୀଙ୍କ ମୃ-ତ-ଦେହ ଉଦ୍ଧାର। ପରିବାର ଲୋକେ ଆଣିଲେ ହ-ତ୍ୟା ଅଭିଯୋଗ ରାୟଗଡ଼ା ଜିଲାରେ ମୁନିଗୁଡ଼ା ବ୍ଲକ,ଆମ୍ବଦଳା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟି ଯାଇଛି। ପରୀକ୍ଷିତ ବିଭାର ଙ୍କ ଝିଅ ସନିଆ ବିଭାର ଚାରି ବର୍ଷ ତଳେ ଆସିଲ କୁଲଦିବିଆ ଙ୍କୁ ବିବାହ କରିଥିଲେ।ତାଙ୍କର ଶାଶୁ ଘର ଲୋକେ ଯୌତୁକ ନିର୍ଯାତନା ଦେବା ସହ … Read more

ରଙ୍ଗିଲା ବାବାଙ୍କ ରଙ୍ଗଶାଳା ଖୋଲିଲା ବାବାଙ୍କ ପଲଙ୍କ ସେବା ଗୁମର

ବାବା କାଶୀନାଥ ଙ୍କୁ ନେଇ ଏବେ ଚାରିଆଡେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ତାଙ୍କର ଯେଉଁ ଗ୍ରୋଷରି ଦୋକାନ ଥିଲା ତାହା ଏବେ କିଭଳି ଅବସ୍ଥାରେ ଅଛି ତାହା ଜଣା ପଡିଥିଲା। ତାହା ସହ ଯେଉଁ କିଚେନ୍ ମଧ୍ୟ ଥିଲା ତାହା ଭିତରେ କଣ କଣ ସବୁ ହେଉଥିଲା ତାହାର ମଧ୍ୟ ବିଶେଷ ତଥ୍ଯ ମିଳି ଯାଇଛି। ସେ ଦୋକାନ ଘର ବାହାରେ ସବୁ ଗ୍ରୋଷରୀ ଜିନିଷ ପଡ଼ି ରହିଥିବା ଦେଖିବାକୁ ମିଳି ଥିଲା। ତାହା ସହ … Read more

ବାଂଲାଦେଶୀ ନାବାଳିକା ଘଟଣା ଦଲାଲକୁ ବାନ୍ଧିଲା ପୋଲିସ…

ଭୁବନେଶ୍ବର ର ଅବଦୁଲ ସୈଦୂଲ୍ ସୁଲେମାନ ଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ଦେହ ବ୍ୟବସାୟରେ ଦଲାଲ ଭାବରେ କାମ କରୁଥିଲେ ଅଭିଯୁକ୍ତ। ଗତକାଲି ଉଠାଇ ଥିଲା କଟକ ସହରାଞ୍ଚଳ ପୋଲିସ। କଟକ ଡିସିପି ଏନେଇ ସୁଚନା ମଧ୍ୟ ଦେଇଛନ୍ତି। ପୁର୍ବରୁ କଟକ ସଦର ଥାନା ଅଞ୍ଚଳରୁ ଏକ ଦମ୍ପତ୍ତି ଙ୍କୁ ଗିରଫ କରାଯାଇ ଥିଲା। ମୋଟ ଗିରଫ ଦାରି ସଂଖ୍ୟା ଏବେ ୩ ରେ ପହଞ୍ଚିଛି।ଆଗକୁ ଗିରଫ ଅଭିଯୁକ୍ତ ମାନଙ୍କର ତଦନ୍ତ ମଧ୍ୟ କମିଶନରେଟ ପୋଲିସ … Read more

ଉତ୍ତ୍ଯକ୍ତ ହୋଇ ଶେଷରେ ଏମିତି ବର୍ଷିଲେ ହିମାଂଶୁ…BJD ନେତାଙ୍କ ଠାରୁ ସହାନୁଭୂତି ଟିକେ ପାଇଲିନି

ବର୍ତ୍ତମାନ ସମୟରେ ଯାଜପୁର, ଧର୍ମଶାଳା ବିଧାୟକ ହିମାଂଶୁ ସାହୁ ଏଭଳି କିଛି କହିଛନ୍ତି ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ସେ କହିଛନ୍ତି କି ବିଜୁ ଜନତା ଦଳର ଯେଉଁ ନାରୀନେତ୍ରୀ କହୁଛନ୍ତି ତାହାକୁ ନିନ୍ଦା କରିବା ଦରକାର ଅଟେ। କାରଣ ଜଣେ ଲୋକପ୍ରତିନିଧି ଉପରେ ମରଣାନ୍ତକ ଆକ୍ରମଣ କରାଯାଇଛି। ଏହା ଏକ ଖୁବ୍ ନିନ୍ଦନୀୟ ଘଟଣା ଅଟେ। ସେ ଆଜି ପର୍ଯ୍ୟନ୍ତ ନେତ୍ରୀ ହିସାବରେ ତାଙ୍କ ଠାରୁ ସ୍ୱାହାନଭୂତି ପାଇ ପାରିଲେ ନାହିଁ … Read more

ଆସୁଛି ବିପଦ ହେଇଯାଆନ୍ତୁ ସତର୍କ ସୃଷ୍ଟିହେଲା ବାତ୍ୟା ୨୯ରେ ଉପକୂଳ ଛୁଇଁବ

ପୁଣି ଏବେ ଆସିଲା ବାତ୍ୟାର ଭୟ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ କାଲି ସୃଷ୍ଟି ହେବ ବାତ୍ୟା। ଏବେ ଆଗକୁ ବଢୁଛି ଗଭୀର ଅବାପାତ। ଘଣ୍ଟା ପ୍ରତି ୧୩ କିମି ବେଗରେ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହେବାରେ ଲାଗିଛି। ଡିପଡିପ୍ରେସନ ଏବେ ଶ୍ରୀଲଙ୍କା ତ୍ରିକୋମାଲି ରୁ ୩୧୦ କିମି ଦୂର ଦକ୍ଷିଣ ପୁର୍ବ ତାମିଲନାଡୁର ନଗାପଟିମ ରୁ ୫୯୦ କିମି ଓ ଚେନ୍ନାଇ ରୁ ୮୦୦ କିମି ଦୂରରୁ ଦକ୍ଷିଣରୁ ଦକ୍ଷିଣ ପୁର୍ବ ଦିଗରେ … Read more

ମୁଁ ଚୋରି କରି ଦୌଡୁଥିଲି ମୋ ମୁଣ୍ଡ ହାଣିଦେଲେ…!

ଆପଣ ମାନେ ଏହା ଜାଣିଥିବେ କି କଲା କର୍ମର ଫଳ ନିଶ୍ଚିତ ଭାବରେ ମିଳିଥାଏ। ଅନ୍ୟକୁ ହଇରାଣ କରି ଅସୁବିଧାରେ ପକାଇ କେହି କେବେ ହେଲେ ମଧ୍ୟ ଭଲରେ ରହି ପାରିବ ନାହିଁ। ଏହି ସବୁ କଥାର ଏବେ ଜଲ୍ଵନ୍ତ ଉଦାହରଣ କଣ ତାହା ଦେଖିବାକୁ ମିଳିଛି। ଚୋରି କରି ଫେରାର ହେବା ସମୟରେ ହିଁ ହୋଇଛି ଦୁର୍ଘଟଣା। ଯାହା ଫଳରେ କି ଚାଲି ଯାଇଛି ଦୃର୍ବୁତ୍ତ ର ଜୀବନ। ଚୋରି କରିବା ଏବେ ତାକୁ ମହଙ୍ଗା … Read more

୪ ଟା ଛୁଆର ବାପାକୁ କୁଣ୍ଢେଇ ଶୋଇଥିଲା ଝିଅ ହଠାତ୍ ଦେଖିଦେଲେ ବାପା ମାଆ…!

ଦୁଇ ଦୁଇଟା ଛୁଆର ମାଆ ମଥାରେ ସିନ୍ଦୂର ଦେଲା ଚାରିଟା ଛୁଆର ବାପା। ସାହି ପଡିଶା ଲୋକ ଏହା ଦେଖି ଜମା ହୋଇଗଲେ। କାହାର ମଧ୍ୟ ବିଶ୍ବାସ ହଉ ନଥିଲା କି ଏଭଳି କିଛି ଘଟଣା ଘଟିବ ବୋଲି।୫୫ ବର୍ଷୀୟ ବରକୁ ୪୫ ବର୍ଷୀୟ ଝିଅ ମୁଣ୍ଡରେ ସିନ୍ଦୂର ଦେବାକୁ ସାହି ପଡିଶା କହିଥିଲେ। ପରେ ବେଡ ରୁମ୍ ଭିତରେ ହିଁ ବାହାଘର ଆରମ୍ଭ ହୋଇ ଯାଇଥିଲା। ଆଉ ପରେ ସ୍ତ୍ରୀ ଏବଂ ଚାରି ଚାରିଟା ଛୁଆ … Read more

ମାଟି ତଳୁ ବାହାରିଲା ଶବ ମୃ-ତ୍ୟୁର ଖୋଲିବ ରହସ୍ୟ…!

ମାଟି ତଳୁ ଏବେ ବାହାରିଲା ମୃ-ତ ଦେହ।୧୪ ଦିନ ପୁର୍ବରୁ ନାବାଳକ ର ଘଟିଥିଲା ମୃ-ତ୍ୟୁ।୧୪ ଦିନ ପରେ ହିଁ ମଶାଣୀ ରୁ ମୃ-ତ ଦେହ କୁ କଢ଼ା ଯାଇ ତାହାର କରାଯାଇ ଥିଲା ପୋଷ୍ଟ ମଟମ। ରାଜକନିକା ଥାନା ଅନ୍ତର୍ଗତ ଦେଉଳସାହି ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା। ତେବେ ଏହା ସୁଚନା ରହିଛି କି ଏହି ଗ୍ରାମର ସୁଜିତ୍ ବେହୁରା ଙ୍କ ଯିଏକି କେନ୍ଦ୍ରାପଡ଼ା ଆଦର୍ଶ ବିଦ୍ୟାଳୟ ର +୨ ଆଦର୍ଶ ବିଦ୍ୟାଳୟର … Read more