କ୍ୟାରିୟରରେ ଅଧିକ ଉନ୍ନତି କରିବାପାଇଁ ଏହିପରି କରନ୍ତୁ ହଳଦୀକୁ ପ୍ରୟୋଗ, ଜାଣନ୍ତୁ ଏହା ବିଷୟରେ ମହତ୍ଵପୂର୍ଣ୍ଣ କଥା
ଆମ ସମସ୍ତଙ୍କ ରୋଷେଇଘରେ ଥିବା ସବୁ ମସଲାରେ ଔଷଧୀୟ ଗୁଣ ରହିଥାଏ | ତେବେ ସେଥିମଧ୍ୟରୁ ହଳଦୀର ଏକ ଅଲଗା ସ୍ଥାନ ଥାଏ, ତାହା ଯେତେ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ ସେତିକି ଧାର୍ମିକ କାର୍ଯ୍ୟରେ ମଧ୍ୟ ତାର ମହତ୍ୱ ରହିଥାଏ | ହଳଦୀର ଏକ ଔଷଧୀୟ ଗୁଣ ରହିଥାଏ | ଏହା ସେବନ କରିବାଦ୍ୱାରା ବ୍ୟକ୍ତି ସୁସ୍ଥ ରହିଥାଏ | ହିନ୍ଦୁ ଧର୍ମରେ ମାଙ୍ଗଳିକ କାର୍ଯ୍ୟରେ ମଧ୍ୟ ଏହାର ଏକ ବିଶେଷ ସ୍ଥାନ ରହିଥାଏ | … Read more