ଆମେ ଗୋଟିଏ ଥରକୁ ଦୁଇ ହଜାର ନେଉ ମାସକୁ ଚାରି ଲକ୍ଷ କମାଉ…!
ବାଲିଯାତ୍ରା ଭିତରେ ଭୁବନେଶ୍ୱର ରେ ବଙ୍ଗାଳି ଝିଅ କରୁଥିଲେ ଦେହ ବେପାର। ବାଂଲାଦେଶ ରୁ ୨୩ ଜଣ ସୁନ୍ଦରୀ ବଙ୍ଗାଳୀ ଯୁବତୀଙ୍କୁ ଭୁବନେଶ୍ବର ଅଣା ଯାଇଥିଲା। ଆଉ ଗୋଟିଏ ଥରକୁ ୨ ହଜାର ଟଙ୍କାର ଦେହ ବିକ୍ରୀ କରିବା ପାଇଁ କୁହା ଯାଇଥିଲା। ଯାହାର ସମ୍ପୂର୍ଣ୍ଣ ଭିଡିଓ ଏବେ ଗଣମାଧ୍ୟମ ସାମ୍ନା କୁ ଚାଲି ଆସିଛି।୨ ହଜାର ଟଙ୍କା ଲେଖା ନେଉଥିଲେ ଆଉ ଭୁବନେଶ୍ୱରରେ ଏଭଳି ଭାବରେ ୨୩ ଜଣ ଯୁବତୀ ଖୁଲମ ଖୁଲା ଦେହ ବେପାର … Read more