କୁନି ଝିଅ ର ଭାଇ ନଥିବା ରୁ ନିଜ ପୋଷା କୁକୁର କୁ ବାନ୍ଧିଲା ରାକ୍ଷୀ, ଭିଡିଓ ହେଲା ଭାଇରଲ
ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା, ଯାହାକୁ ରକ୍ଷା ବନ୍ଧନ ତଥା ଅନ୍ୟ ନାମ ରେ ବି କୁହନ୍ତି, ଆଜି ଗୋଟେ ଭଉଣୀ ତ ଭାଇ କୁ ରାକ୍ଷୀ ବାନ୍ଧି ନିଜ ର ଭଲ ପାଇବା ତଥା ସ୍ନେହ ଦର୍ଶାଇଥାଏ ପ୍ରଭୁ ଜଗନ୍ନାଥ ବଳଭଦ୍ର ଆଜି ଭଉଣୀ ସୁଭଦ୍ରା ଙ୍କ ଠାରୁ ରାକ୍ଷୀ ବାନ୍ଧିବାକୁ ଯାଉଛନ୍ତି, କେବଳ ପ୍ରଭୁ ନୁହନ୍ତି ଦେଶ ର ସବୁ ଭାଇ ଭଉଣୀ ଙ୍କ ପାଇଁ ଏହି ଦିନ ଗୋଟେ ଖାସ ମହତ୍ତ୍ଵ ରଖୁଛି … Read more