ଶିକ୍ଷୟତ୍ରୀ ନାମରେ କଳଙ୍କ: ଦଶମ ଶ୍ରେଣୀ ଛାତ୍ର ଓ ଶିକ୍ଷୟତ୍ରୀଙ୍କ ମଧ୍ୟରେ ହୋଇଗଲା ପ୍ରେମ, ତାପରେ ଉଭୟ ମିଶି ଘଟାଇଲେ ଏମିତି କାଣ୍ଡ
ଦଶମ ଶ୍ରେଣୀର ଛାତ୍ରକୁ ନିଜ ଶିକ୍ଷୟତ୍ରୀଙ୍କୁ ଭଲ ପାଇଁ ବସିଲେ | ଟିଚର ବି ତାଙ୍କୁ ଭଲ ପାଇବାକୁ ଲାଗିଲେ | କିନ୍ତୁ ଏହା ଭିତରେ ଦୁଇଜଣ ଘରୁ ଫେରାର ହୋଇଗଲେ | ଏହି କାହାଣୀ କୌଣସି ଏକ ଫିଲ୍ମ ନୁହଁ ସମ୍ପୂର୍ଣ୍ଣ ସତ ଅଟେ | ସେମାନେ ଘରୁ ଫେରାର ହେବ ପରେ ଶିକ୍ଷୟତ୍ରୀଙ୍କ ପରିଜନ ଲୋକେ ଶିକ୍ଷୟତ୍ରୀ ନିଖୋଜ ହୋଇଛନ୍ତି ବୋଲି ଥାନାରେ ଅଭିଯୋଗ ପଞ୍ଜିକରଣ କଲେ | ଅଭିଯୋଗ ପରେ ପୋଲିସ ସେହି … Read more