ଗେମ୍ ଖେଳୁ ଖେଳୁ ଅଚାନକ ହେଇଗଲେ କୋଟିପତି, ଜାଣନ୍ତୁ କେମିତି
ସମସ୍ତେ ଟଙ୍କା ରୋଜଗାର କରିବାକୁ ଚାହାନ୍ତି । ରାତାରାତି ଭିତରେ ସମସ୍ତେ ବଡ଼ ଲୋକ ହେବାର ସ୍ଵପ୍ନ ଦେଖନ୍ତି । ହେଲେ ସମସ୍ତଙ୍କ ଏହି ସ୍ବପ୍ନ ପୂରଣ ହୋଇନଥିଲା ବେଳେ କିଛି ଜଣକ ଭାଗ୍ୟରେ ଏହା ଥାଏ । ଆସନ୍ତୁ ସେମିତି କୋଟିପତି ହୋଇଥିବା ବ୍ୟକ୍ତି ଙ୍କ ସଂପର୍କ ରେ ଜାଣିବା । ଗୋଟେ ରାତି ଭିତରେ ମଣିଷ ର ଭାଗ୍ୟ ଯେ କେତେ ପରିବର୍ତ୍ତନ ହେଇପାରେ ତାହା କେବଳ ସେହି ଲୋକ କୁ ଜଣା । … Read more