ମୋ ଶଶୁର ନିଜେ Love Marriage କରିଚନ୍ତି, ହେଲେ ଆମ ବେଳକୁ ନାଇଁ ନାଇଁ
ତପଶ୍ୱନି ଙ୍କ ଦାୟିତ୍ଵ ବହନ ନ କରି ସୁମିତ ଅର୍ଡର୍ ଶୁଣିଲା ପରେ ଫେରାର ଅଛନ୍ତି। ତପଶ୍ୱନି କହୁଛନ୍ତି ଯଦି ସୁମିତଙ୍କ ର ଇଛା ହେଉ ନଥିଲା ମୋ ପାଖରେ ଶୋଇବା ପାଇଁ ମନା କରିଥାନ୍ତେ,ପିଣ୍ଡାରେ ବି ସେ କଣ ପାଇଁ ଶୋଇଲେ?ସୁମିତ ଙ୍କ ର ବିଲକୁଲ୍ ଇଛା ନଥିଲା ଏମିତି ତପସ୍ୱିନୀ ଙ୍କ ସହିତ ରହିବା ପାଇଁ। ତପଶ୍ୱନି ସବୁ ଖବର ପାଇଛନ୍ତି ,କିନ୍ତୁ ସେ ଗଣମାଧ୍ୟମ ସାମ୍ନାରେ କହିପାରିବେ ନାହିଁ,କାରଣ ସୁମିତ ଙ୍କ ଜୀବନ … Read more