ପୁରୁଣା କାଳରେ ଏମିତି ରାନ୍ଧୁଥିଲେ ମାଛ ବେସର ( Fish Mustard ) ଦେଖନ୍ତୁ ଥରେ କେମିତି ଥିଲା ପ୍ରଣାଳୀ
ଆପଣମାନେ ସମସ୍ତେ ୟୁ ଟ୍ୟୁବ୍ ରେ ଅନେକ ପ୍ରକାର ଖାଇବା ଭିଡିଓ ହେଉ କି ବିଭିନ୍ନ ପ୍ରକାର ରୋଷେଇ କରି ଭିଡିଓ ପୋଷ୍ଟ କରୁଥିବାର ଦେଖିଥିବେ। ସେମିତି ଏକ ବୁଢ଼ୀ ମା ମାଛ ବେସର କରି ଭିଡିଓ ପୋଷ୍ଟ କରିଛନ୍ତି ଏବଂ କହିଛନ୍ତି ସମସ୍ତେ ଭିଡିଓ ଦେଖି ଖୁସି ହେବେ ଓ ତାଙ୍କୁ ସପୋର୍ଟ କରନ୍ତୁ।ଜାଣନ୍ତୁ ବୁଢ଼ୀ ମା ଜଣଙ୍କ କିପରି ମାଛ ବେସର କରୁଛନ୍ତି । ପ୍ରଥମେ ମାଛ ଗୁଡ଼ିକର କାତି ଛଡେଇବେ।ତାପରେ ମାଛ ଗୁଡ଼ିକ … Read more