ଠକ ସାର ଦୋକାନୀ ଙ୍କୁ ଧରିବାକୁ ମିଛ ରେ କୃଷକ ବେଶ ରେ ପହଞ୍ଚିଲେ ସବ କଲେକ୍ଟର
ସାର ଦୋକାନୀ ମାନଙ୍କ ଲୁଟ ତରାଜ କୁ ରଙ୍ଗେହାଥ ଧରିବାକୁ ଆନ୍ଧ୍ର ର ଆଇଏଏସ୍ ଅଫିସର ଯିଏ କି ଏବେ ସବ କଲେକ୍ଟର ଅଛନ୍ତି ଯାହାଙ୍କ ନାମ ପ୍ରବୀଣ ଚାନ୍ଦ୍, ସେ ବାରମ୍ବାର କୃଷକ ଙ୍କ ଠାରୁ ଅଭିଯୋଗ ପାଉଥିଲେ କି ସାର ଦୋକାନୀ ମାନେ ଚଢ଼ା ଦାମ ରେ ସାର୍ ବିକୁଛନ୍ତି ଆଉ ଗରିବ ଙ୍କୁ ଲୁଟୁଛନ୍ତି ତେବେ ଏହା କୁ ନଜର ରେ ରଖି ଅତିରିକ୍ତ ଜିଲ୍ଲାପାଳ ଜଣକ ବେଶ ବଦଳାଇ ନିଜକୁ କୃଷକ … Read more