ନଦୀକୂଳରେ ପାଣି ପିଉଥିଲେ ହାତୀପଲ, ଠିକ ସେତିକିବେଳେ କୁମ୍ଭୀର କରିଦେଲା ଆ-କ୍ର-ମ-ଣ ଏବଂ ତା’ପରେ
ହାତୀ ଦୁନିଆର ସବୁଠାରୁ ବଡ଼ ପ୍ରାଣୀ ହୋଇଥାଏ | ସେ ବହୁତ ବୁଦ୍ଧିମାନ ଏବଂ ଦୟାଳୁ ମଧ୍ୟ ହୋଇଥାଏ | କିନ୍ତୁ ତାକୁ ସେତେବେଳେ ବହୁତ ରାଗ ଲାଗିଥାଏ, ଯେତେବେଳେ ତା ଉପରେ କେହି ଆ-କ୍ର-ମ-ଣ କରିବାକୁ ଚେଷ୍ଟା କରିଥାଏ | ତାପରେ ହାତୀ ଉପରେ କାବୁ କରିବା କଷ୍ଟକର ହୋଇପଡେ | ଏପରି ଏକ ଭିଡିଓ ଆମକୁ ସୋସିଆଲ ମିଡିଆରେ ଦେଖିବାକୁ ମିଳିଲା | ଯେତେବେଳେ ଗୋଟିଏ କୁମ୍ଭୀର ହାତୀପଲ ଉପରେ ଆ-କ୍ର-ମ-ଣ କରିଦେଲା | … Read more