ଆଫ୍ରିକୀୟ ବାରହାସିଙ୍ଘା ଉପରେ କୁମ୍ଭୀର କଲା ଆ-କ୍ର-ମ-ଣ, ବଞ୍ଚାଇବା ପାଇଁ ଦୌଡ଼ି ଆସିଲେ ଜଳହସ୍ତୀ ଏବଂ ତାପରେ
ଦୁନିଆରେ ମଣିଷ ଏକମାତ୍ର ଜୀବ ହୋଇଥାଏ, ଯିଏ କି ଅନ୍ୟକୁ ବିପଦରେ ଦେଖିଲେ ସାହାଯ୍ୟ କରିବାପାଇଁ ଆଗେଇ ଆସିଥାଏ | କିନ୍ତୁ ଜଙ୍ଗଲରେ ଏପରି କମ ଦେଖିବାକୁ ମିଳିଥାଏ | ଯେଉଁଠାରେ ଯଦି କୌଣସି ଶି-କା-ରୀ ଅନ୍ୟ ପଶୁ ଉପରେ ଆ-କ୍ର-ମ-ଣ କରେ,ସେତେବେଳେ ସମସ୍ତେ ସେଠାରୁ ପଳାଇଯାନ୍ତି ଏବଂ ନିଜ ଜୀବନ ବଞ୍ଚାଇବାକୁ ଚେଷ୍ଟା କରନ୍ତି | କିନ୍ତୁ ସୋସିଆଲ ମିଡିଆରେ ଆମକୁ ଏପରି ଏକ ଭିଡିଓ ଦେଖିବାକୁ ମିଳିଛି, ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ … Read more