ପ୍ରଥମ ଥର ପାଇଁ ଓଡ଼ିଆ ଗୀତ ଗାଇଲେ rachana banarjee, ଦେଖନ୍ତୁ ଭିଡିଓ
ଆପଣମାନେ ଯଦି ଓଲିଉଡ ପ୍ରେମୀ ହୋଇଥିବେ ତାହେଲେ ଓଡ଼ିଆ ହିରୋଇନ୍ ରଚନା ବାନାର୍ଜୀଙ୍କୁ ନିଶ୍ଚୟ ଜାଣିଥିବେ।ସେ ବେଙ୍ଗଲୀ ହିରୋଇନ୍ ହୋଇ ମଧ୍ୟ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଯେଉଁ ଚଳଚ୍ଚିତ୍ର କରିଛନ୍ତି ଲୋକମାନେ ଖୁବ୍ ଭଲ ପାଇଛନ୍ତି।ସେ ତାଙ୍କ ଅଭିନୟ ମାଧ୍ୟମରେ ଓଡ଼ିଶାବାସୀଙ୍କ ମନ କିଣି ନେଇଛନ୍ତି। ରଚନା ଓଡ଼ିଆରେ ବହୁତ୍ ଚଳଚ୍ଚିତ୍ର କରିଛନ୍ତି।ଏବଂ ସବୁ ଫିଲ୍ମ୍ ସୁପରହିଟ ହୋଇଛି।ସେ “ସନ୍ତାନ”,”ଧର୍ମ ସହିଲେ ହେଲା”,”ଗଙ୍ଗା ଯମୁନା”,”ସୁହାଗ ସିନ୍ଦୂର”,”ଲକ୍ଷ୍ମଣରେଖା”,”ରକ୍ତ ସିନ୍ଦୁର”,”ଲକ୍ଷ୍ମୀ ପ୍ରତିମା”,”ସେହି ଝିଅଟି”,”ମହା ସତୀ ସାବିତ୍ରୀ”,”ରାକ୍ଷୀ ଭିଜିଗଲା ଆଖି ଲୁହରେ”। … Read more