ଓଟକୁ ଗଛରେ ବାନ୍ଧିବାକୁ ଚେଷ୍ଟା କରୁଥିଲେ ଯୁବକ, ଠିକ ସେତିକିବେଳେ ଓଟ ରାଗିଗଲା, ଭିଡିଓରେ ଦେଖନ୍ତୁ ତାପରେ କଣ ହେଲା
ପଶୁମାନେ ମଧ୍ୟ ମଣିଷମାନଙ୍କ ଭଳି ହୋଇଥାନ୍ତି, ଯେତେବେଳେ ସେମାନଙ୍କୁ କେହି ହଇରାଣ କରିଥାଏ କିମ୍ବା କଏଦ କରିବାକୁ ଚେଷ୍ଟା କରେ ସେତେବେଳେ ସେମାନେ ବହୁତ ରାଗିଯାନ୍ତି ଏବଂ ସେମାନେ ଆକ୍ରମଣ ମଧ୍ୟ କରିଥାନ୍ତି | ଓଟ ହୁଏତ ଗୋଟିଏ ଶାନ୍ତ ସ୍ୱଭାବର ପଶୁ ଲାଗିଥାଏ, କିନ୍ତୁ ସେ ମଧ୍ୟ ବେଳେବେଳେ ବହୁତ ରାଗିଯାଏ | ତେବେ ତାକୁ ମଧ୍ୟ ସେତେବେଳେ ରାଗ ଲାଗେ, ଯେତେବେଳେ ତାକୁ କେହି ମା-ଡ ମାରେ କିମ୍ବା କାବୁ କରିବାକୁ ଚେଷ୍ଟା କରିଥାଏ … Read more