ଝିଅ ର ମୁଣ୍ଡ କାଟି ବାପା ପହଞ୍ଚିଲା ଥାନା ରେ, ଯେତେବେଳେ ସତ ଜଣା ପଡ଼ିଲା ସବୁ ହେଲେ ଆଶ୍ଚର୍ଯ୍ୟ

ପିତା ଯବାନ ଝିଅର ବେକକୁ କାଟିଦେଲେ, ପୁଣି ତାକୁ ନେଇ ଥାନାରେ ପହଞ୍ଚିଗଲେ, ଯାହା କହିଲେ ତାକୁ ଶୁଣି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲା ଲକ୍ଷ୍ନୌ:- ସମାଜରେ ନିଜର ସମ୍ମାନକୁ ରକ୍ଷା କରିବା ପାଇଁ ଅନେକ ଥର ଲୋକ ନିଜର ଲୋକଙ୍କର ହତ୍ୟା କରିବାକୁ ମଧ୍ୟ ଡରନ୍ତି ନାହିଁ। ଏମିତି ଏକ ମାମଲା ଉତ୍ତରପ୍ରଦେଶର ହରଦାଇରୁ ସାମ୍ନାକୁ ଆସିଛି, ଯେଉଁଠି ଏକ ବ୍ୟକ୍ତି ଧାରୁଆ ଅସ୍ତ୍ରରେ ନିଜର ୧୮ବର୍ଷର ଝିଅର ମୁଣ୍ଡ କାଟିଦେଲେ। ଏହାପରେ ସେ ନିଜେ … Read more

ଜିଓ ର ମାଲିକ ଅମ୍ବାନୀ ଙ୍କ ପିଲା ସରକାରୀ ବସ ରେ ଯାଉଥିଲେ ସ୍କୁଲ, ଜାଣନ୍ତୁ କେତେ ଟଙ୍କା ଦେଉଥିଲେ ତାଙ୍କୁ ଅମ୍ବାନୀ

ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଓ ତାଙ୍କର ପରିବାର ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ଆପଣ ଏହା ଜାଣି ଆଶ୍ଚର୍ଯ୍ୟହେବେକି ଏସିୟାର ସବୁଠାରୁ ଧନୀ ଓ ଦୁନିଆର ସମସ୍ତ ଖବରରେ ପ୍ରସିଦ୍ଧ ମୁକେଶ ଅମ୍ବାନୀଙ୍କ ପିଲା କଲେଜ ଯିବା ପାଇଁ ପବ୍ଲିକ ଟ୍ରାନ୍ସପୋର୍ଟର ବ୍ୟବହାର କରୁଥିଲେ। ସ୍କୁଲ ସମୟରେ ତାଙ୍କୁ ବହୁତ କମ ପକେଟ ମନି ମିଳୁଥିଲା। ନୀତା ଅମ୍ବାନୀ ଆରମ୍ଭ ସମୟରେ ନିଜର ପିଲାଙ୍କର ପଢାକୁ ନେଇ ବହୁତ ଷ୍ଟ୍ରିକ୍ଟ ଥିଲେ। ମୁକେଶ ଅମ୍ବାନୀଙ୍କ ତିନୋଟି … Read more

ପାଣିକୁ ଡେଇଁ ଚିତାବାଘ କଲା କୁମ୍ଭୀରର ଶି-କା-ର, ଦେଖିଲେ ଲୋମଟାଙ୍କୁରି ଉଠିବ

କୁହାଯାଏ ଯେ ନିଜ ଅଞ୍ଚଳରେ ଥିଲେ କୁକୁର ବି ସିଂହ ହୋଇଯାଏ | ଯେପରି ସିଂହ ଜଙ୍ଗଲରେ ରାଜା ହୋଇଥାଏ, ସେହିପରି କୁମ୍ଭୀର ମଧ୍ୟ ପାଣିରେ କୌଣସି ସଇତାନ ଠାରୁ କମ ହୋଇନଥାଏ | ପାଣିରେ ପଶି କୁମ୍ଭୀରକୁ ଶି-କା-ର କରିବା ବିଷୟରେ କେହି ଚିନ୍ତା ମଧ୍ୟ କରିପାରିବ ନାହିଁ | କିନ୍ତୁ ଏହି ଭିଡିଓ ଦେଖି ଆପଣଙ୍କର ଏହି ଭାବନା ଭୁଲ ହୋଇପାରେ | ଏହି ଭିଡିଓକୁ ଦେଖି ଆପଣଙ୍କର ଲୋମ ଟାଙ୍କୁରି ଉଠିବ | … Read more

ଦିନ ଦି ପହରେ ପୋଲିସ କୁ ଚକମା ଦେଖେଇ ଅପରାଧୀ ଫେରାର, ଗଲାବେଳେ କହିଲା ବାଏ ବାଏ

ରାଉରକେଲା ରେ ଏକ ମାମଲା ଦେଖିବାକୁ ମିଳିଛି। ଯେଉଁଠି ଜଣେ ଅପରାଧୀ ପୋଲିସ କବଳରୁ ଖସି ପଳାଇଥିଲେ। ଏହି ଘଟଣାଟି ସେଠାରେ ଥିବା ଏକ ସିସିଟିଭିରେ ରେକର୍ଡ ହୋଇଯାଇଥିଲା। ଏହା ସହିତ ସେହି ବ୍ୟକ୍ତିଙ୍କ ସହିତ କିଛି ପୋଲିସ ମଧ୍ୟ ଥିଲେ। କିନ୍ତୁ ଅପରାଧୀକୁ ସେମାନେ ଧରିପାରିନଥିଲେ। ସେଠାରେ ସେ ଚମ୍ପଟ ମାରି ପଳାଇଥିଲେ। ଜଣେ ବ୍ୟକ୍ତି ମହିଳାଙ୍କୁ ଦୁଷ୍କ-ର୍ମ କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରଯାଇଥିଲା। ମହିଳାଜଣକ କେବେବି ଭାବିନଥିଲେକି ତାଙ୍କୁ ନ୍ୟାୟ ମିଳିପାରିବ। ପୋଲିସ … Read more

ନୂଆ ନୂଆ ଦେଖୁଥିଲୁ ଯେ ଭଲ ଲାଗିଲି ଆଉ ଏବେ ଇଜ୍ଜତ ଲୁଟିଲା ପରେ ଛାଡ଼ିଦେଲୁ : ଦେଖନ୍ତୁ ଭିଡିଓ

ପୁଣିଥରେ ବଲାଙ୍ଗୀର ଜିଲ୍ଲାରେ ଏକ ପ୍ରେମ ମାମଲା ଦେଖାଯାଇଛି। କିଛିଦିନ ତଳେ ପ୍ରେମିକ ପ୍ରେମିକାର ମାମୁଁ ଘରକୁ ଯାଇ ବନ୍ଧୁକ ଦେଖାଇ ଅଟକ ରଖିଥିବାର ଖବର ଥମି ନାହିଁ। ସେହି ସମୟରେ ପୁଣି ଆଉ ଏକ ପ୍ରେମ ମାମଲା ସାମ୍ନାକୁ ଆସିଛି। ଯେଉଁଠି ଏକ ପ୍ରେମିକ-ପ୍ରେମିକା ଉଭୟ ଘର ଛାଡି ପଳାଇଥିଲେ। ଘର ଛାଡି ଯିବା ପରେ ପ୍ରେମିକାଙ୍କୁ ଏକୁଟିଆ ଛାଡି ପ୍ରେମିକ ଜଣକ କୁଆଡେ ପଳାଇଯାଇଥିଲେ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ବିଷୟରେ… ବଲାଙ୍ଗୀର … Read more

ସେଲଫି ନେଇ କେସ୍ ରେ ଫସିଥିଲା ମାଙ୍କଡ, ୬ ବର୍ଷ ପରେ କୋର୍ଟ ରେ ମାଙ୍କଡର ବିଜୟ

ସେଲଫି ମାଙ୍କଡ ନେଲା, ବର୍ତ୍ତମାନ ତା’ଉପରେ କାହାର ଅଧିକାର ? ଏହି ଅନନ୍ୟ ପ୍ରଶ୍ନର ଉତ୍ତର ସଂଘୀୟ ଅପିଲି ଅଦାଲତ ଦେବା ପୂର୍ବରୁ ଓକିଲ ଘୋଷଣା କରିଦେଲେ ଯେ ସେଲଫି ଚିତ୍ରର କପିରାଇଟ ମାମଲାର ସମାଧାନ ହୋଇଯାଇଛି | ଏହି ଚୁକ୍ତିନାମା ଅନୁଯାୟୀ, ଯେଉଁ ଫଟୋଗ୍ରାଫରଙ୍କ କ୍ୟାମେରାର ବ୍ୟବହାର ଫଟୋ ଉଠାଇବା ପାଇଁ ହୋଇଥିଲା, ସେ ଭବିଷ୍ୟତରେ ଫଟୋ ରୁ ମିଳୁଥିବା ରାଜସ୍ୱର ୨୫ ପ୍ରତିଶତ ଅଂଶ ଇଣ୍ଡୋନେସିଆରେ ମାଙ୍କଡ଼ମାନଙ୍କର ବିଶେଷ ପ୍ରଜାତିର ସୁରକ୍ଷା ପାଇଁ କାମ … Read more

ମାଆର ଡାକ ଶୁଣି ଫେରିଆସିଲା ୭ବର୍ଷ ପିଲାର ଜୀ-ବ-ନ, ସମସ୍ତେ ଆଶ୍ଚର୍ଯ୍ୟ

ହରିୟାଣାର ବହାଦୂରଗଡର ଫୋର୍ଟ ମୋହଲା ନିବାସୀ ବିଜୟ ଶର୍ମାଙ୍କ ନାତି କୁନାଲ ଶର୍ମାଙ୍କୁ ୨୬ମେ ଦିନ ଦିଲ୍ଲୀର ଡାକ୍ତରମାନେ ଟାଇଫଏଡରେ ମୃ-ତ ଘୋଷଣା କରିଥିଲେ ଏବଂ ମୃତଦେହକୁ ପ୍ୟାକ କରି ପୁଅର ପିତା ହିତେଶ ଏବଂ ମାତା ଜାନଭୀଙ୍କୁ ହସ୍ତାନ୍ତର କରାଯାଇଥିଲା। କିନ୍ତୁ ଏକ ଚମତ୍କାର ଘଟଣା ଘଟିଲା ଏବଂ ସେ ଘରକୁ ଯିବା ପରେ ପୁଣିଥରେ ସେ ଜୀବିତ ହୋଇଗଲେ। ବର୍ତ୍ତମାନ ସେ ରୋହତକର ଏକ ଘରୋଇ ଡାକ୍ତରଖାନାରୁ ନିଜ ଘରେ ପହଞ୍ଚିଗଲେ। ୨୬ ମେରେ … Read more

ଜଣେ ବ୍ୟକ୍ତି ଏକା ଖୋଳିଦେଲେ ଗୋଟିଏ କୂଅ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ। ସେହିପରି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଏହିପରି ଏକ ଭିଡିଓ ଭାଇରାଲ ହେବାକୁ ଲାଗିଛି। ମଣିଷର ଦୃଢ ସଂକଲ୍ପ ତାଙ୍କୁ ଏକ କାର୍ଯ୍ୟ କରିବାରେ ସାହାଯ୍ୟ କରେ। ଜଣେ ମଣିଷ ନିଜେ ଏକଲା କୂଅ ଖୋଳିଦେଲେ। କେରଳରେ ଜଣେ ବ୍ୟକ୍ତି ଏକଲା କୂଅକୁ ଖୋଳି ଏହି ଆଶ୍ଚର୍ଯ୍ୟକର ଜିନିଷ କରି ଦେଖାଇଛନ୍ତି। ବ୍ୟକ୍ତିଜଣକ ଏକ କୂଅକୁ ଖୋଳିବାକୁ ଚେଷ୍ଟା … Read more

କୁମ୍ଭୀରକୁ ଜିଅନ୍ତା ଗିଳିବାକୁ ଚେଷ୍ଟା କରୁଥିଲା ଅଜଗର, ଭିଡିଓରେ ଦେଖନ୍ତୁ ତାପରେ କଣ ହେଲା

ଅଜଗର ଏବଂ କୁମ୍ଭୀର ଦୁହେଁ ଏତେ ବଡ଼ ସରୀସୃପ ପ୍ରାଣୀ ହୋଇଥାନ୍ତି ଯେ ସେମାନେ ନିଜ ଶିକାରକୁ ଜିଅନ୍ତା ଗିଳିପକାନ୍ତି | ଆପଣ ମଧ୍ୟ ଅନେକ ଭିଡିଓ ଦେଖିଥିବେ, ଯେଉଁଥିରେ କୌଣସି ଅଜଗର କିମ୍ବା କୁମ୍ଭୀର କୌଣସି ପଶୁକୁ ଜିଅନ୍ତା ଗିଳି ପକାଉଥିବେ | କିନ୍ତୁ ଆଜି ପର୍ଯ୍ୟନ୍ତ ଏପରି ଦୃଶ୍ୟ ଦେଖିନଥିବେ, ଯେଉଁଥିରେ ଏହି ଦୁଇଜଣ ଅର୍ଥାତ କୁମ୍ଭୀର ଏବଂ ଅଜଗର ପରସ୍ପରକୁ ଶିକାର କରିବାକୁ ଚେଷ୍ଟା କରୁଥିବେ | ଏପରି ଏକ ଭିଡିଓ ଆମକୁ … Read more

ବାବା କା ଢାବା’ର ମାଲିକ କାନ୍ତା ପ୍ରସାଦ ଆ-ତ୍ମ-ହ-ତ୍ୟା କରିବାକୁ କରିଲେ ଚେଷ୍ଟା

ବାବା କା ଢାବା ଚଲାଉଥିବା ୮୧ ବର୍ଷୀୟ କାନ୍ତା ପ୍ରସାଦ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ ଆ-ତ୍ମ-ହ-ତ୍ୟା କରିବାକୁ ଚେଷ୍ଟା କରିଥିଲେ। ଦିଲ୍ଲୀରେ ଏକ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସୋସିଆଲ ମିଡିଆରେ ସେ ଚର୍ଚ୍ଚାରେ ଅଛନ୍ତି। ପୂର୍ବରୁ ମଧ୍ୟ ସେ ଚର୍ଚ୍ଚାରେ ଥିଲେ ଓ ବର୍ତ୍ତମାନ ମଧ୍ୟ ସେ ଚର୍ଚ୍ଚାରେ ଅଛନ୍ତି। କାନ୍ତା ପ୍ରସାଦ ନାମକ ଜଣେ ୮୧ ବର୍ଷୀୟ ବ୍ୟକ୍ତି, ଯିଏକି ବାବା କା ଢାବାର ମାଲିକ ଅଟନ୍ତି। ଯାହାଙ୍କର ପୂର୍ବରୁ ଦିଲ୍ଲୀର … Read more