ଦେଖନ୍ତୁ ଭିଡିଓ : ପାହାଡ ଉପରକୁ ଚଢ଼ୁଥିବାର ଦେଖାଗଲା ୫ ମିଟରରୁ ଅଧିକ ଲମ୍ବା କିଙ୍ଗ କୋବ୍ରା, ଦେଖନ୍ତୁ ଲୋମଟାଙ୍କୁରା ଦୃଶ୍ୟ
ସୋସିଆଲ ମିଡିଆରେ ଆଜିକାଲି ଦୁନିଆର ସବୁଠାରୁ ବିଷାକ୍ତ ସାପ କିଙ୍ଗ କୋବ୍ରାର ଏକ ଭିଡିଓ ଭାଇରଲ ହେଉଛି | ଭିଡିଓରେ କିଙ୍ଗ କୋବ୍ରା ପାହାଡ ଉପରେ ଚଢ଼ୁଥିବାର ଦେଖାଯାଉଛି | କିଙ୍ଗ କୋବ୍ରା ଏତେ ଲମ୍ବା ଏବଂ ଖତରନାକ ଯେ ଏହି ଭିଡିଓକୁ ଦେଖି ଆପଣଙ୍କର ଲୋମ ଟାଙ୍କୁରି ଉଠିବ | ଏହି ଭିଡିଓକୁ DD News ନିଜର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛି | ଭିଡ଼ିଓଟି ହିମାଚଳ ପ୍ରଦେଶର ବୋଲି କୁହାଯାଉଛି | ଯେଉଁଠାରେ … Read more