୧୭ ବର୍ଷୀୟ ଛାତ୍ର ସହ ୩୦ ବର୍ଷୀୟ ଶିକ୍ଷୟତ୍ରୀ ଫେରାର, ଦିନକୁ କରିଥିଲେ ୪-୪ ଘଣ୍ଟା ଟିଉସନ୍
ହରିୟାଣାର ପାନିପତ୍ ରେ ଗୁରୁ-ଶିଷ୍ୟଙ୍କ ପବିତ୍ର ସମ୍ପର୍କକୁ ଦୋହଲାଇ ଦେଲା ଭଳି ଲଜ୍ଜାଜନକ ଘଟଣା ଘଟିଛି। ଅଭିଯୋଗ ହୋଇଛି ଯେ ୩୦ ବର୍ଷୀୟ ମହିଳା ଶିକ୍ଷୟିତ୍ରୀ ଛାତ୍ର ଘରକୁ ପାଠ ପଢ଼ାଇବାକୁ ଆସିଥିବା ବେଳେ 17 ବର୍ଷ ବୟସ୍କା ଛାତ୍ରଙ୍କ ସହ ପଳାଇ ଯାଇଛନ୍ତି। ଏକ ଘରୋଇ ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା ଏହି ଶିକ୍ଷୟତ୍ରି ଛାଡପତ୍ର ହୋଇ ନିଜ ମା ଙ୍କ ଘରେ ରୁହନ୍ତି। ଶିକ୍ଷୟତ୍ରୀଙ୍କ ବିରୋଧରେ ଅପହରଣ ମାମଲା ରୁଜୁ କରି ପୋଲିସ ଉଭୟଙ୍କୁ ଖୋଜୁଛି। … Read more