ନିଜ ପ୍ରେମିକାକୁ ନପାଇ ଜୀବନ ହାରିଦେଲେ ପ୍ରେମିକ,ରାଗରେ ସହିନପାରି ଜାଳିଦେଲେ ପ୍ରେମିକାଙ୍କ ଘର
ନମସ୍କାର ପାଠକ ବନ୍ଧୁ।ପ୍ରେମିକ ମୃ-ତ୍ୟୁ ର କାରଣ ସାଜିଛି ପ୍ରେମିକା।ଯାହା ପାଇଁ ଦିନେ ଏତେ କଷ୍ଟ ସହିଥିଲା।ଶେଷ ରେ ତାହାରି ପାଇଁ ନିଜ ଜୀବନ ଦେଇ ଦେଲା ପ୍ରେମିକ।ଏହା ପରେ ପ୍ରେମିକ ର ପରିବାର ଲୋକେ ଯୁବତୀ ଙ୍କ ଘର କୁ ଜାଳି ଦେଇଥିଲେ। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ଧାମନଗର ଥାନା ଅଞ୍ଚଳ ରେ।ଏଠାରେ ଜଣେ ଯୁବକ ନିଜ ପ୍ରେମିକା ପାଇଁ ଜୀବନ ଦେଇ ଦେଇଛନ୍ତି।ଯୁବକ ଙ୍କ ପରିବାର ଲୋକେ … Read more