ନୂଆବର୍ଷରେ ଇତିହାସ ରଚିଲା ଇସ୍ରୋ,XPoSAR ସଫଳ ମିଶନ ବ୍ଲାକ ହୋଲ
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଚନ୍ଦ୍ରଯାନ-୩ର ବଡ଼ ସଫଳତା ପରେ ସୌରପୃଷ୍ଠରେ ମଧ୍ୟ ଇତିହାସ ରଚିଛି ଇସ୍ରୋ। ଭାରତର ସୋଲାର ମିଶନ୍ ଏବେ ସଫଳତା ହାସଲ କରିଛି। ପୃଥିବୀଠୁ ୧୫ ଲକ୍ଷ କିଲୋମିଟର ଦୂର ଲଗରାଞ୍ଜିଆନ୍ ପଏଣ୍ଟରେ ପହଁଞ୍ଚିଛି ଆଦିତ୍ୟ ଏଲ୍-୧। ୨୦୨୩ ସେପ୍ଟେମ୍ବର ୯ତାରିଖରେ ଆଦିତ୍ୟ ଏଲ୍-୧କୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରେ ଥିବା ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ ଲଞ୍ଚ୍ କରାଯାଇଥିଲା। ହାଲୋ ଅର୍ବିଟ୍ରେ ପ୍ରବେଶ କରାଇବା ଲାଗି ଆଦିତ୍ୟ ଏଲ୍-୧ ସାଟେଲାଇଟ୍ର ଥ୍ରଷ୍ଟରକୁ କିଛି … Read more