ନୂଆ ନୂଆ ଦେଖୁଥିଲୁ ଯେ ଭଲ ଲାଗିଲି ଆଉ ଏବେ ଇଜ୍ଜତ ଲୁଟିଲା ପରେ ଛାଡ଼ିଦେଲୁ : ଦେଖନ୍ତୁ ଭିଡିଓ
ପୁଣିଥରେ ବଲାଙ୍ଗୀର ଜିଲ୍ଲାରେ ଏକ ପ୍ରେମ ମାମଲା ଦେଖାଯାଇଛି। କିଛିଦିନ ତଳେ ପ୍ରେମିକ ପ୍ରେମିକାର ମାମୁଁ ଘରକୁ ଯାଇ ବନ୍ଧୁକ ଦେଖାଇ ଅଟକ ରଖିଥିବାର ଖବର ଥମି ନାହିଁ। ସେହି ସମୟରେ ପୁଣି ଆଉ ଏକ ପ୍ରେମ ମାମଲା ସାମ୍ନାକୁ ଆସିଛି। ଯେଉଁଠି ଏକ ପ୍ରେମିକ-ପ୍ରେମିକା ଉଭୟ ଘର ଛାଡି ପଳାଇଥିଲେ। ଘର ଛାଡି ଯିବା ପରେ ପ୍ରେମିକାଙ୍କୁ ଏକୁଟିଆ ଛାଡି ପ୍ରେମିକ ଜଣକ କୁଆଡେ ପଳାଇଯାଇଥିଲେ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ବିଷୟରେ… ବଲାଙ୍ଗୀର … Read more