ବର୍ଷକୁ କେବଳ ପାଞ୍ଚ ଘଣ୍ଟା ପାଇଁ ଖୋଲିଥାଏ ଏହି ମନ୍ଦିରର କବାଟ
ଭାରତରେ ଅନେକ ମନ୍ଦିର ରହିଛି, ଯାହା କି ବହୁତ ପ୍ରାଚୀନ ଅଟେ | ଦୂର-ଦୂରାନ୍ତରୁ ଲୋକମାନେ ଏହି ମନ୍ଦିରକୁ ଆସି ଭଗବାନଙ୍କର ଦର୍ଶନ କରିଥାନ୍ତି | ଏହି ମନ୍ଦିରଗୁଡ଼ିକ ପ୍ରାୟ ସବୁଦିନ ଖୋଲା ରହିଥାଏ | ତେବେ ଏପରି ଏକ ପ୍ରାଚୀନ ମନ୍ଦିର ଭାରତରେ ଅଛି, ଯାହା କି ବର୍ଷକୁ ମାତ୍ର ୫ ଘଣ୍ଟା ପାଇଁ ହିଁ ଖୋଲିଥାଏ | ଏହି ଅନନ୍ୟ ମନ୍ଦିର ଛତିଶଗଡ଼ରେ ଅବସ୍ଥିତ | ଏହି ମନ୍ଦିରର ନାମ ନିରଇ ମାତା ମନ୍ଦିର … Read more