୫ବର୍ଷ ପୂର୍ବେ ମହାନଦୀରୁ ଉଦ୍ଧାର ହୋଇଥିବା ଝିଅର ବଡ ଧୁମଧାମରେ ହେଲା ବାହାଘର
ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଅନେକ ଖବର ଶୁଣିବାକୁ ମିଳିଥାଏ। ଯାହାକୁ ଶୁଣିଲେ ବହୁତ ଆଶ୍ଚର୍ଯ୍ୟ ଲାଗେ। ସେହିପରି ଏକ ମାମଲା ବର୍ତ୍ତମାନ ଝାରସୁଗୁଡାରୁ ଦେଖିବାକୁ ମିଳୁଛି। ଗତ ୫ବର୍ଷ ତଳେ ଏକ ବନ୍ୟାରେ ଦ୍ରୌପତି ଯାଦବ ନାମକ ଜଣେ ଝିଅ ମହାନଦୀରେ ଭାସି ଆସିଥିଲେ। ଛତିଶଗଡରେ ବନ୍ୟା ଆସିଥିଲା ଓ ସେ ସେହି ବନ୍ୟା ଜଳରେ ଭାସି ଆସିଥିଲେ। ତାଙ୍କୁ ଓଡିଶାର ଝାରସୁଗୁଡାର ଜଣେ ଦମ୍ପତି ଉଦ୍ଧାର କରି ତାଙ୍କର ଲାଳନପାଳନ କରିଥିଲେ। ସେହି ଦମ୍ପତିଙ୍କର … Read more