Devotional – ଆଳତି ବେଳେ ଜୀବନ୍ତ ହେଲେ ମହାକାଳୀ ଦେଖନ୍ତୁ Viral-video
ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ ସେଥି ମଧ୍ୟରୁ ଆଜିର ଭିଡିଓ ଟିଏ । ସବୁବେଳେ ଭଗବାନ ଙ୍କ ସ୍ୱରୂପ କୁ ନେଇ ସନ୍ଦେହ କରାଯାଏ ମାତ୍ର ଆଜିର ଭିଡ଼ିଓରେ ଏମିତି ଏକ ଦୃଶ୍ୟ ସମ୍ନାକୁ ଆସିଛି ଯାହାକୁ ଦେଖିବା ମାନେ ଆପଣ ବାଧ୍ୟ ହେବେ ଇଶ୍ୱରିୟ ଶକ୍ତି କୁ ବିଶ୍ୱାସ କରିବା ପାଇଁ । ହିନ୍ଦୁ ଧର୍ମରେ ମୂର୍ତ୍ତି ଏବଂ ଭଗବାନ ଙ୍କ ସମସ୍ତ ପ୍ରତିମା ରେ ଭଗବାନ ବାସ କରନ୍ତି ବୋଲି ଧାରଣା … Read more