Real Ghost – ଅଭିଶପ୍ତ ନଡ଼ିଆ ଗଛ ଥରେ ଗଲେ ଆଉ ଫେରିପାରିବେନି ଦେଖନ୍ତୁ କେମିତି ଥିଲା ଭୂତସହ କଟାଇଥିବା ସମୟ
କର୍ଣାଟକ ର କୁଣ୍ଡାପୁର ର ଘଟଣାଟି ହେଉଛି ଗୋଟେ ଫ୍ୟାମିଲି ରେ ହେଡ୍ ଯିଏ ଗୋବିନ୍ଦ ବାବୁ।ସେମାନେ ଜମିଦାରୀ ଅଟନ୍ତି।ତାଙ୍କ ଘର ପଛ ପଟେ ଏକ ବଡ଼ ନଡ଼ିଆ ଗଛ ଥିଲା।ସେମାନେ କହୁଥିଲେ ସେହି ଗଛରୁ ଗୋଟେ ଭୂତ ର କାନ୍ଦିବା ସ୍ୱର ସୁବୁଥିଲା। ଡରି ଯାଇ ବାଧ୍ୟ ହୋଇ ଘର ମଧ୍ୟ ଛାଡ଼ି ଦେଇଥିଲେ।ନଡ଼ିଆ ଗଛ ଟି ବଡ଼ ଥିବାରୁ ତାଙ୍କ କେହି ଖାଆନ୍ତି ନି କି କେହି ଯାଆନ୍ତି ନାହିଁ।ତାଙ୍କ ଘରେ ଗୋଟେ ଛୋଟ … Read more