ଏଠି ପାଣ୍ଡିଆନ କେବଳ ନେତା ଆଉ ସବୁ ନବୀନଙ୍କ ଚାକର!
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ୫ ଟି ସଚିବ ଭି କେ ପାଣ୍ଡିଆନ ଙ୍କୁ ଭଲ ଭାବେ ଜାଣି ଥିବେ।ଏବେ ତାଙ୍କ କଥା ରେ ବିଜେଡି ଦଳ ପରିଚାଳିତ।ତାଙ୍କ ବିନା ଦଳ ର କିଛି ବି ନାହିଁ।ଧୀରେ ଧୀରେ ଲୋକ ମାନେ ବି ତାଙ୍କୁ ପସନ୍ଦ କରିବା ଆରମ୍ଭ କଲେଣି। ଆଜି ଆମେ ତାଙ୍କରି ବିଷୟ ରେ କହିବାକୁ ଯାଉଛୁ।ତାଙ୍କୁ ବିଭିନ୍ନ ଦଳ ର ନେତା ମାନେ ବିରୋଧ କରିଛନ୍ତି।ଏହି ନିକଟରେ ଶେଷଦେବ ନନ୍ଦ … Read more