ଅଧା ଗିଳି ଦେଇଥିଲା କୁମ୍ଭୀର ମୁହଁକୁ ଗୋଇଠା ମାରି ଖସି ଆସିଲେ ଯୁବକ
ଜଣେ ସାହାସୀ ଯୁବକ ଯିଏକି ମୃ-ତ୍ୟୁ ସହ ଲଢେଇ କରି ନିଜ ଜୀବନକୁ ବଞ୍ଚେଇ ପାରିଛନ୍ତି। ଯେଉଁଠି କୁମ୍ଭୀରର ନାଁ ଶୁଣିବା ମାତ୍ରେ ଦେହ ଥରି ଉଠି ଥାଏ ଆଜି ସେହି କୁମ୍ଭୀର କୁ ସେ ଏକାକୀ ସାମ୍ନା କରିଛନ୍ତି। ମଣିଷ ଖିଆ କୁମ୍ଭୀର ସହ ଲଢେ଼ଇ କରିଛନ୍ତି ସେ ପୁଣି ଏଭଳି ଅବସ୍ଥାରେ ଯେଉଁଠି କୁମ୍ଭୀର ତାଙ୍କୁ ଅଧା ଗିଳି ଦେଇଥିଲା। ମଣିଷ ଦେହର ବାସ୍ନା ପାଇଁ କୁମ୍ଭୀର ତାଙ୍କୁ ଗଭୀର ପାଣି ଭିତରକୁ ଘୋଷାଡି … Read more