ଦିନ ଦି ପହରେ ପୋଲିସ କୁ ଚକମା ଦେଖେଇ ଅପରାଧୀ ଫେରାର, ଗଲାବେଳେ କହିଲା ବାଏ ବାଏ
ରାଉରକେଲା ରେ ଏକ ମାମଲା ଦେଖିବାକୁ ମିଳିଛି। ଯେଉଁଠି ଜଣେ ଅପରାଧୀ ପୋଲିସ କବଳରୁ ଖସି ପଳାଇଥିଲେ। ଏହି ଘଟଣାଟି ସେଠାରେ ଥିବା ଏକ ସିସିଟିଭିରେ ରେକର୍ଡ ହୋଇଯାଇଥିଲା। ଏହା ସହିତ ସେହି ବ୍ୟକ୍ତିଙ୍କ ସହିତ କିଛି ପୋଲିସ ମଧ୍ୟ ଥିଲେ। କିନ୍ତୁ ଅପରାଧୀକୁ ସେମାନେ ଧରିପାରିନଥିଲେ। ସେଠାରେ ସେ ଚମ୍ପଟ ମାରି ପଳାଇଥିଲେ। ଜଣେ ବ୍ୟକ୍ତି ମହିଳାଙ୍କୁ ଦୁଷ୍କ-ର୍ମ କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରଯାଇଥିଲା। ମହିଳାଜଣକ କେବେବି ଭାବିନଥିଲେକି ତାଙ୍କୁ ନ୍ୟାୟ ମିଳିପାରିବ। ପୋଲିସ … Read more