ବଲାଙ୍ଗୀର ରେ ଯୁବକ ତ ଉନ୍ମକ୍ତ କାଣ୍ଡ : ବନ୍ଧୁକ ଦେଖାଇ ୫ ଘଣ୍ଟା ବନ୍ଦୀ କରି ରଖିଲା ଗୋଟେ ପରିବାର କୁ

ଅଳ୍ପକେ ଏକ ପରିବାର ବର୍ତ୍ତିଗଲେ। ବଲାଙ୍ଗୀରର ଶାନ୍ତିପଡାରୁ ଏକ ଦୟନୀୟ ଘଟଣା ଦେଖିବାକୁ ମିଳିଛି। ଯେଉଁଥିରେ ଏକ ଯୁବକ ଏକ ପରିବାରର ବାପା, ମା ଓ ପୁଅକୁ ଜୀବନରୁ ମାରିଦେବାକୁ ବସିଥିଲା। କିନ୍ତୁ ଉଚିତ ସମୟରେ ପୋଲିସ ପହଞ୍ଚି ସେମାନଙ୍କୁ ରକ୍ଷା କରିନେଇଥିଲା। ପରେ ପୋଲିସ ସେ ଯୁବକଙ୍କୁ କାବୁ କରିନେଇଥିଲେ। ଆସନ୍ତୁ ଜାଣିବା ଏହି ବିଷୟରେ… ରଜ ସଙ୍କ୍ରାନ୍ତି ଦିନ ସକାଳୁ ଯୁବକ ଜଣକ ଶାନ୍ତିପଡାରେ ରହୁଥିବା ମଦନ ମୋହନ ହୋତାଙ୍କ ଘରେ ପ୍ରବେଶ କରିଥିଲେ। … Read more

ବାହାଘର ର ସାତ ଦିନ ନ ପୁରୁଣୁ ବୋହୂ ଗର୍ଭବତୀ , ଜନ୍ମ କଲା ପୁତ୍ର ସନ୍ତାନ

ଉତ୍ତରପ୍ରଦେଶ:- ଉତ୍ତରପ୍ରଦେଶର ଏକ ମାମଲା ସାମ୍ନାକୁ ଆସିଛି। ଯେଉଁଠି ଏକ ମାମଲା ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ଘଟଣା ଘଟିଛି ସଫିପୁର ଜିଲ୍ଲାର। ସଫିପୁର ଜିଲ୍ଲା ଶକହନ ନିବାସୀ ବିମଲେସଙ୍କର ବିବାହ ଜଡଗାଊଁ ନିବାସୀ ସୋଲନଙ୍କ ସହିତ ହୋଇଥିଲା। ଏଠାରେ ତାଙ୍କର ବିବାହ ପରେ ଯେତେବେଳେ ସୋଲନ ଘରେ ପହଞ୍ଚିଲେ ସେତେବେଳେ ସୋଲନଙ୍କର ପ୍ରସବ ହୋଇଥିଲା। ଏହି ଘଟଣା ସାରା ଗାଁରେ ଚର୍ଚ୍ଚା ସୃଷ୍ଟି କରିଛି। ବିଲମେସ ଜଡଗାଊଁର ନିବାସୀ ସୋଲନଙ୍କୁ ବିବାହ କରି … Read more

ସତରେ ବିସ୍ମୟ! ଗୋଡ଼ ଥିଲା ଅକାମୀ ହେଲେ ବଞ୍ଚେଇ ଦେଲେ ହଜାରେ ଲୋକ ଙ୍କ ଜୀବନ, ତାପରେ..

କର୍ଣ୍ଣାଟକର ଉଦୁପି ଜିଲ୍ଲାର ୫୩ ବର୍ଷିୟ କୃଷ୍ଣ ପୂଜାରୀଙ୍କ ଯେତେ ପ୍ରଶଂସା କରିଲେ ମଧ୍ୟ ତାହା କମ୍ ହେବ। ଏହା ମଧ୍ୟ କୁହାଯାଏଯେ, ଯଦି ଉଦ୍ଦେଶ୍ୟ ଭଲ ଥିବ, ତେବେ ଅସୁବିଧା ମଧ୍ୟ ଦୂର ହୋଇଯାଏ। ଏକ ରୂପରେ ବିକଳାଙ୍ଗ କୃଷ୍ଣ ପୂଜାରୀଙ୍କୁ ସୋସିଆଲ ମିଡିଆରେ ବହୁତ ପ୍ରଶଂସା କରାଯାଉଛି। ବାସ୍ତବରେ, ଉଦୁପି ଜିଲ୍ଲାର କୋରଙ୍ଗରାପଡିରେ ରହୁଥିବା କୃଷ୍ଣ ପୂଜାରୀ ହଜାର ହଜାର ରେଳ ଯାତ୍ରୀଙ୍କ ଜୀବନ ରକ୍ଷା କରିଥିଲେ। କୃଷ୍ଣ ପୂଜାରୀ ଗତ ଶନିବାର ସକାଳେ … Read more

ବାପା ମା ନଥିଲେ କଣ ହେଲା ମୋ ଭାଇକୁ ମୁଁ ବଡ କରିବି, କରୋନା ସମୟରେ ଏହି ଘଟଣା ଆପଣଙ୍କୁ କନ୍ଦାଇଦେବ 

ବର୍ତ୍ତମାନ ସାରା ରାଜ୍ୟରେ କରୋନାର କହର ଦେଖାଯାଉଛି। ଧୀରେ ଧୀରେ କରୋନା ସଂଖ୍ୟା ବଢିବା ସହିତ କରୋନା ମୃତ୍ୟୁଜନିତ ସଂଖ୍ୟା ମଧ୍ୟ ବଢିବାକୁ ଲାଗିଛି। କରୋନାରେ ଅନେକ ଲୋକ ନିଜ ନିଜର ପରିବାର ବର୍ଗଙ୍କୁ ହରାଉଛନ୍ତି। ସେହିପରି ଏକ ହୃଦୟ ବିଦାରକ ଖବର ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ। ଯେଉଁଠି କରୋନା ଏକ ପରିବାରର ବାପା-ମା ଙ୍କୁ ନେଇଗଲା। ବର୍ତ୍ତମାନ ରହିଗଲେ ତୋ ଦୁଇଜଣ ପିଲା। ଏହି ଖବରଟି ହେଉଛି ବାଲେଶ୍ଵର ଜିଲ୍ଲା ଭୋଗରାଇର … Read more

ଗୋଟେ ଝଟକା ରେ ୟୁଟୁବର ଭୁବନ ବାମ୍ ହରାଇଲେ ତାଙ୍କ ବାପା ଆଉ ମା ଙ୍କୁ, ଦେଖନ୍ତୁ ପୁରା ଘଟଣା

ଫେମସ ୟୁଟୁବର ତଥା କମେଡିଆନ ଭୁବନ ବାମଙ୍କୁ କରୋନା ଏକ ଏମିତି ଦୁଃଖ ଦେଇଗଲା ଯାହାକୁ ସେ କେବେ ଭୁଲିପାରିବେ ନାହିଁ। ଏହି କରୋନା ସମୟରେ ଭୁବନଙ୍କର ମା-ବାପାଙ୍କର ଦେହାନ୍ତ ହୋଇଗଲା। ଭୁବନ ଗତକାଲି ଏହି ବିଷୟରେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଅବଗତ କରାଇଲେ। ସେ ସେଥିରେ ଲେଖିଥିଲେ ଗତ ଏକ ମାସ ମଧ୍ୟରେ ବହୁତ କିଛି ପରିବର୍ତ୍ତନ ହୋଇଗଲା। ସେ ଲୋକମାନଙ୍କୁ ହସାଇବା ପାଇଁ ଅଲଗା ଅଲଗା ଚରିତ୍ର ଧାରଣ କରୁଥିଲେ। ତାଙ୍କର ଚରିତ୍ରରେ … Read more

ଯେଉଁଠି ଏଲିଏନ ଅଛନ୍ତି କଣ ସେଇଠି ଜାଗା କିଣିଥିଲେ ସୁଶାନ୍ତ ସିଂ ରାଜପୁତ? ଜାଣନ୍ତୁ ଏହାର ସତ୍ୟତା

ସୁଶାନ୍ତ ସିଂ ରାଜପୁତ ବାସ୍ତବରେ ଚନ୍ଦ୍ରରେ ଏକ ଜାଗା କିଣିଥିଲେ। ଏହି କଥା ଲୋକଙ୍କ ସାମ୍ନାକୁ ସେତେବେଳେ ଆସିଲା, ଯେତେବେଳେ ତାଙ୍କର ମୃତ୍ୟୁ ହୋଇସାରିଥିଲା। ସବୁଆଡେ ତାଙ୍କର ଅନେକ ଫୋଟ ମଧ୍ୟ ଦେଖିବାକୁ ମିଳିଲା। ଯେଉଁଥିରେ ସେ ନିଜର ଟେଲିସ୍କୋପ ଧରି କିଛି ଦେଖୁଥିବାର ନଜର ଆସୁଥିଲେ। ଏମିତି ତାଙ୍କର ମୃତ୍ୟୁ ପରେ ଅଭିନେତ୍ରୀ ଶ୍ରଦ୍ଧା କପୁର କହିଥିଲେକି, ସୁଶାନ୍ତ ମୋତେ ଏକ ସୁନ୍ଦର ଜହ୍ନ ଦେଖାଇଥିଲେ। ଓ ଚନ୍ଦ୍ରରେ ଜାଗାକିଣିବା କଥା ଲୋକମାନଙ୍କ ମୁହଁରେ ଶୁଣିବାକୁ … Read more

Viral Video: ସାବଧାନ, ବର୍ଷାରେ ଆପଣଙ୍କ ସହିତ ମଧ୍ୟ ହୋଇପାରେ ଏପରି ଦୁ-ର୍ଘ-ଟ-ଣା

ସୋସିଆଲ ମିଡିଆରେ ବର୍ତ୍ତମାନ ଗୋଟିଏ ଭିଡିଓ ଭାଇରଲ ହେଉଛି, ଯେଉଁଥିରେ ବର୍ଷାରେ ଜଣେ ବ୍ୟକ୍ତି ଚେମ୍ବରରେ ବୁଡ଼ିଯାଇ ଗାଏବ ହୋଇଯାଉଛି | ତେବେ ଦେଖିବାପରେ ଜଣାପଡୁଛି ଯେ ଭିଡିଓରେ ଟେକନିକର ବ୍ୟବହାର କରାଯାଇଛି, କାରଣ ଏହି ଭିଡିଓ ମୋବାଇଲରେ ତିଆରି କରାଯାଇଛି | ଏପରି ଲାଗୁଛି ଯେ ସନ୍ଦେଶ ଦେବା ଉଦ୍ଦେଶ୍ୟରେ ଏହାକୁ ତିଆରି କରାଯାଇଛି | ଯାହାକୁ ଲୋକମାନେ ସେୟାର କରି ବହୁତ ଭାଇରଲ କରୁଛନ୍ତି | Forwarded Many Times ଲେଖି ଭାଇରଲ ହେଉଥିବା … Read more

ପାର୍କିଙ୍ଗରେ ଠିଆ ହୋଇଥିଲା କାରଗୁଡିକ, ହଠାତ ଘଟିଲା ଆଶ୍ଚର୍ଯ୍ୟକର ଅଘଟଣ, ସିସିଟିଭିରେ ଭିଡିଓ ହେଲା କଏଦ

ଅନେକଥର ଏପରି ଦୁର୍ଘଟଣା ହୋଇଯାଏ, ଯାହା ବିଷୟରେ ଆମେ କଳ୍ପନା ମଧ୍ୟ କରିପାରିବା ନାହିଁ | ଏହା ଏତେ ଭୟଙ୍କର ହୋଇଥାଏ ଯେ ଏପରି ଲାଗେ ଯେପରି ପ୍ରକୃତିର ପ୍ରକୋପ ପଡିଯାଇଛି | ଏପରି ଏକ ଭିଡିଓ ଆମକୁ ସୋସିଆଲ ମିଡିଆରେ ଦେଖିବାକୁ ମିଳିଲା | ଯେଉଁଥିରେ ଏକ ପାର୍କିଙ୍ଗର ମାଟି ଅଚାନକ ଖସିବାକୁ ଲାଗିଲା | ଯେଉଁଥିପାଇଁ ପାର୍କିଙ୍ଗରେ ଠିଆ ହୋଇଥିବା କାରଗୁଡିକ ପୋତି ହୋଇଗଲା | ଆଶ୍ଚର୍ଯ୍ୟଜନକ ଏହି ଭିଡିଓ ଇସ୍ରାଏଲର ରାଜଧାନୀ ଜେରୁଶଲେମରୁ … Read more

ବାଷ୍ପ ନେବାପାଇଁ ଜବରଦସ୍ତ ଦେଶୀ ଯୁଗାଡ଼, ଲୋକମାନଙ୍କର ରିଆକ୍ସନ ଆସିଲା- ଭାରତରେ ସବୁ କିଛି ସମ୍ଭବ, ଦେଖନ୍ତୁ ଭିଡିଓ

ଦେଶ କରୋନା ଭାଇରସର ଦ୍ୱିତୀୟ ଲହର ସହିତ ସଂଘର୍ଷ କରୁଛି, ତେବେ କରୋନାରେ ସଂକ୍ରମିତ ହେଉଥିବା ଲୋକଙ୍କ ସହିତ ବର୍ତ୍ତମାନ କରୋନା ଭାଇରସରୁ ଠିକ ହେଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଲଗାତାର ବଢିଚାଲିଛି | ଏହାମଧ୍ୟରେ କରୋନା ଭାଇରସ ସଂକ୍ରମଣ ଠାରୁ ବଞ୍ଚିବାପାଇଁ ଲୋକମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ କୁହାଯାଉଛି | ଯେଉଁ ଲୋକମାନଙ୍କର ଲକ୍ଷଣ ସାମାନ୍ୟ ରହିଛି ଏବଂ ଯେଉଁ ଲୋକମାନଙ୍କ ପାଖରେ ନାହିଁ, ସେମାନେ ମଧ୍ୟ ଏପରି କିଛି ଉପାୟ ନିଶ୍ଚିତ ଭାବେ କରୁଛନ୍ତି, … Read more

ଅଜଗର ରୋକିଲା ବାଘର ରାସ୍ତା, ନିରାଶ ହୋଇ ଫେରିଲା ବଳୁଆ ଶି-କା-ରୀ

ଦୁନିଆ ଅଜବ ପ୍ରକାରର ରହସ୍ୟରେ ଭରା ହୋଇ ରହିଛି | ସୌରମଣ୍ଡଳଠାରୁ ନେଇ ପୃଥିବୀ ପର୍ଯ୍ୟନ୍ତ ଏତେ ରହସ୍ୟ ରହିଛି ଯେ ଯାହାକୁ ଅନୁମାନ ମଧ୍ୟ କରାଯାଇପାରିବ ନାହିଁ | ଆମ ପାଖରେ ଘନ ଜଙ୍ଗଲ ପ୍ରାଣୀମାନଙ୍କର ରାଜ ଚାଲିଥାଏ | ସିଂହ ଏବଂ ବାଘକୁ ଜଙ୍ଗଲର ରାଜା ବୋଲି ମାନାଯାଏ,- ବିଶାଳ ଶରୀର ଧରିଥିବା ଅଜଗର ମଧ୍ୟ କାହାଠାରୁ କମ ବିପଦଜନକ ନୁହେଁ | ଅଜଗର ଏବଂ ବାଘ ସହିତ ଜଡିତ ଏକ ଭିଡିଓ ଆଜିକାଲି … Read more